ETV Bharat / state

ମହିଳାଙ୍କୁ ମରଣାନ୍ତକ ଆକ୍ରମଣ, ନ୍ୟାୟ ପାଇଁ ଏସପିଙ୍କ ଦ୍ବାରସ୍ତ - ମହିଳାଙ୍କୁ ମରଣାନ୍ତକ ଆକ୍ରମଣ

ବଲାଙ୍ଗୀର ମହିଳାଙ୍କୁ ମରଣାନ୍ତକ ଆକ୍ରମଣ । ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ପୋଲିସ । ନ୍ୟାୟ ପାଇଁ ହେଲେ ଏସପିଙ୍କ ଦ୍ବାରସ୍ତ। ଅଧିକ ପଢନ୍ତୁ....

a women attacked in balangir
ମହିଳାଙ୍କୁ ମରଣାନ୍ତକ ଆକ୍ରମଣ, ନ୍ୟାୟ ପାଇଁ ହେଲେ ଏସପିଙ୍କ ଦ୍ବାରସ୍ତ
author img

By

Published : Aug 7, 2020, 11:33 AM IST

ବଲାଙ୍ଗୀର: ବଲାଙ୍ଗୀରରେ ଜଣେ ଆଦିବାସୀ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ବେଳେ ପୋଲିସ ତାଙ୍କ ଅଭିଯୋଗ ଶୁଣୁନି । ସାଇଁତଲାର ମହିଳା ଧଙ୍ଗରା ମାଝୀଙ୍କ ସହିତ ଜମି ବିବାଦକୁ ନେଇ ସେହି ଗାଁର ଦୁଇ ଜଣ ବ୍ୟକ୍ତି ତାଙ୍କୁ ଘରକୁ ପଶି ମରଣାନ୍ତକ ଆକ୍ରମଣ କରିଥିଲେ। ଏନେଇ ମହିଳା ଜଣଙ୍କ ପୋଲିସ ନିକଟରେ ଅଭିଯୋଗ କରିଥିଲେ ।

ମହିଳାଙ୍କୁ ମରଣାନ୍ତକ ଆକ୍ରମଣ, ନ୍ୟାୟ ପାଇଁ ହେଲେ ଏସପିଙ୍କ ଦ୍ବାରସ୍ତ

ଅଭିଯୋଗକୁ ଦୀର୍ଘ ମାସ ବିତି ଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ପୋଲିସ ଗ୍ରହଣ କରି ନଥିବା ଅଭିଯୋଗ ହୋଇଛି । ସେପଟେ, ମହିଳାଙ୍କୁ ହତ୍ୟା ଧମକ ଆସୁଥିବାରୁ ବାଧ୍ୟ ହୋଇ ସେ ନ୍ୟାୟ ପାଇଁ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ଏବଂ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

ବାଲାଙ୍ଗୀରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.