ETV Bharat / state

ସାତ ଦୁର୍ଦ୍ଦାନ୍ତ ଆନ୍ତଃଜିଲ୍ଲା ଡକାୟତ ଗିରଫ

author img

By

Published : Feb 8, 2020, 9:20 PM IST

ବଲାଙ୍ଗୀର ପୋଲିସ 7 ଜଣ ଦୁର୍ଦ୍ଦାନ୍ତ ଆନ୍ତଃଜିଲ୍ଲା ଡକାୟତକୁ ଗିରଫ କରିବାରେ ସକ୍ଷମ ହୋଇଛି । ଏମାନଙ୍କ ଠାରୁ ପୋଲିସ ବୋଲେରୋ ଗାଡି, ଅଟୋ, ମୋଟର ସାଇକଲ ଓ ମୋବାଇଲ ଜବତ କରିଛି । ଅଧିକ ପଢନ୍ତୁ...

7 inter state dakayat arrested  says additional sp of bolangir
ବଲାଙ୍ଗୀର 7 ଦୁର୍ଦ୍ଦାନ୍ତ ଆନ୍ତଃଜିଲ୍ଲା ଡକାୟତ ଗିରଫ

ବଲାଙ୍ଗୀର: ପୋଲିସକୁ ମିଳିଛି ବଡ ସଫଳତା। ବଲାଙ୍ଗୀର ପୋଲିସ 7 ଜଣ ଦୁର୍ଦ୍ଦାନ୍ତ ଆନ୍ତଃଜିଲ୍ଲା ଡକାୟତକୁ ଗିରଫ କରିବାରେ ସକ୍ଷମ ହୋଇଛି । ଏମାନଙ୍କ ଠାରୁ ପୋଲିସ 1 ବୋଲେରୋ ଗାଡି, 1 ଅଟୋ, 1 ମୋଟର ସାଇକଲ ଓ 4ଟି ମୋବାଇଲ ଜବତ କରିଛି । ସେହିପରି ପୋଲିସ ନଗଦ 68 ହଜାର 5ଶହ ଟଙ୍କା ଜବତ କରିଛି ।

ବଲାଙ୍ଗୀର 7 ଦୁର୍ଦ୍ଦାନ୍ତ ଆନ୍ତଃଜିଲ୍ଲା ଡକାୟତ ଗିରଫ

ବଲାଙ୍ଗୀର କୁଡ଼ା ସିଂହା ଗ୍ରାମର ବ୍ୟବସାୟୀ ଉଜ୍ବଳ ସାହୁଙ୍କ ଘର ଭିତରକୁ 15ରୁ ଊର୍ଦ୍ଧ ଡକାୟତ ପଶି ମାରଣାସ୍ତ୍ର ଦେଖାଇ 4 ଲକ୍ଷ୍ ଟଙ୍କା ଓ 30 ଭରି ସୁନା ଲୁଟି ନେଇଥିଲେ । ଏହାର ଅଭିଯୋଗ ବଲାଙ୍ଗୀର ଦେଓଗାଁ ଥାନାରେ ହୋଇଥିଲା ଏବଂ ପୋଲିସର ଏକ ସ୍ବତନ୍ତ୍ର ଦଳ ତଦନ୍ତ ଦାୟିତ୍ବ ନେଇଥିଲା । ଏଥିରେ ପୋଲିସ ନୟାଗଡ଼ରୁ ପୂର୍ଣ୍ଣଚନ୍ଦ୍ର ମହାରଣା, ହଲୁରି ସ୍ବାଇଁ ଓ ପ୍ରଭାତ କୁମାର ନାୟକ କଜ ଗିରଫ କରିଥିଲା। ଯାହାପରେ ତାଙ୍କଠୁ ଖବର ନେଇ ବଲାଙ୍ଗୀର ଅର୍ଡା ଗ୍ରାମର ଲକ୍ଷ୍ମଣ ସୁନା , ମିଥୁନ ସୁନା , ସିଆଲ ଜୋର ଗ୍ରାମର ଘୁନ୍ଦୁ ବାରିକ ଓ ସିର୍ଜା ପାଳିର ରାଜୁ ମହନନ୍ଦକୁ ପୋଲିସ ଗିରଫ କରିଥିଲ।

ତେବେ ଏହି ଡକାୟତିର ମାଷ୍ଟର ମାଇଣ୍ଡ ଲକ୍ଷ୍ମଣ ସୁନା ବୋଲି ପୋଲିସ ଜାଣିବାକୁ ପାଇଥିଲା ପୋଲିସ । ଯିଏ ନିଜେ ସବୁ ଦୁର୍ଦ୍ଦାନ୍ତ ଡକାୟତଙ୍କୁ ଯୋଗାଯୋଗ କରି ଏହି କାଣ୍ଡ ଭିଆଇଥିଲା । ତେବେ ପୋଲିସ ସୂଚନା ଅନୁସାରେ ଏମାନେ ସମସ୍ତେ ବିଭିନ୍ନ ଜିଲ୍ଲାରେ ମିଳିତ ଭାବରେ ଅନେକ ଡକାୟତିରେ ସାମିଲ ଅଛନ୍ତି । ଯାହାର ପୋଲିସ ଏବେ ତଦନ୍ତ କରୁଥିବା ବେଳେ ଏହି ଗ୍ୟାଙ୍ଗର ଫେରାର ଥିବା ଅନ୍ୟମାନଙ୍କୁ ପୋଲିସ ଖୁବ ଶୀଘ୍ର ଗିରଫ କରିବ ବୋଲି କହିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବଲାଂଗୀର ପୋଲିସ କୁ ମିଳିଛି ବଡ ସଫଳତା। ଯେଉଁଥିରେ ପୋଲିସ ସାତ ଜଣ ଦୁର୍ଦ୍ଧାନ୍ତ ଆନ୍ତାଜିଲ୍ଲା ଡକାୟତକୁ ଗିରଫ କରିଛି।

Body:ବଲାଂଗୀର ପୋଲିସ କୁ ମିଳିଛି ବଡ ସଫଳତା। ଯେଉଁଥିରେ ପୋଲିସ ସାତ ଜଣ ଦୁର୍ଦ୍ଧାନ୍ତ ଆନ୍ତଜିଲ୍ଲା ଡକାୟତକୁ ଗିରଫ କରିଛି। ନିକଟରେ ବଲାଂଗୀର କୁଡ଼ା ସିଂହା ଗ୍ରାମର ବ୍ୟବସାୟୀ ଉଜ୍ୱଳ ସାହୁଙ୍କ ଘର ଭିତରକୁ 15 ରୁ ଉର୍ଧ୍ୱ ଡକାୟତ ପଶି ମାରଣାସ୍ତ୍ର ଦେଖାଇ ତଥା ଆକ୍ରମଣ କରି 4 ଲକ୍ଷ୍ୟ ଟଙ୍କା ଓ 30 ଭରି ସୁନା ଲୁଟି ନେଇଥିଲେ। ତେବେ ଏହାର ଅଭିଯୋଗ ବଲାଂଗୀର ଦେଓଗାଁ ଥାନାରେ ହେବାପରେ ପୋଲିସ ର ଏକ ସ୍ୱତନ୍ତ୍ର ଦଳ ଏହାର ତଦନ୍ତ ଆରମ୍ବ କରିଥିଲେ । ଏବଂ ଏଥିରେ ପୋଲିସ ନୟାଗଡ଼ ରୁ ପୂର୍ଣ୍ଣଚନ୍ଦ୍ର ମହାରଣା,ହଲୁରି ସ୍ୱାଇଁ ଓ ପ୍ରଭାତ କୁମାର ନାୟକ କଜ ଗିରଫ କରିଥିଲା। ଜାହାପରେ ତାଙ୍କଠୁ ଖବର ନେଇ ବଲାଂଗୀର ଅର୍ଡ। ଗ୍ରାମର ଲକ୍ଷ୍ମଣ ସୁନା , ମିଥୁନ ସୁନା , ସିଆଲ ଜୋର ଗ୍ରାମର ଘୁନ୍ଦୁ ବାରିକ ଓ ସିର୍ଜା ପାଳି ର ରାଜୁ ମହନନ୍ଦ କୁ ପୋଲିସ ଗିରଫ କରିଥିଲ।। ତେବେ ଏହି ଡକାୟତିର ମାଷ୍ଟର ମଇଁଣ୍ଡ ଲକ୍ଷ୍ମଣ ସୁନା ବୋଲି ପୋଲିସ ଜାଣିବାକୁ ପାଇଥିଲା । ଯିଏ ନିଯେ ସବୁ ଦୁର୍ଦ୍ଧାନ୍ତ ଡକାୟତ ମାନଙ୍କୁ ଯୋଗାଯୋଗ କରି ଏହି କାଣ୍ଡ ଭିଆଇଥିଲା। ତେବେ ପୋଲିସ ସୂଚନା ଅନୁସାରେ ଏମାନେ ସମସ୍ତେ ବିଭିନ୍ନ ଜିଲ୍ଲାରେ ମିଳିତ ଭାବରେ ଅନେକ ଡକାୟତି ରେ ସାମିଲ ଅଛନ୍ତି। ଏବଂ ଯାହାର ପୋଲିସ ଏବେ ତଦନ୍ତ କରୁଥିବା ବେଳେ ଏହି ଗେଙ୍ଗ ର ଫେରାର ଥିବା ଅନ୍ୟ ମାନଙ୍କୁ ପୋଲିସ ଖୁବ ଶୀଘ୍ର ଗିରଫ କରିବ ବୋଲି କହିଛି। ସେହିପରି ଏମାନଙ୍କ ଠାରୁ ପୋଲିସ ଗୋଟିଏ ବୋଲେରୋ ଚାରି ଚାକିଆ ଗାଡି, ଗୋଟିଏ ଅଟୋ, ଗୋଟିଏ ମୋଟର ସାଇକଲ ଓ ଚାରୋଟି ମୋବାଇଲ ଜବତ କରିଛି। ସେହିପରି ଏମାନଙ୍କ ଠାରୁ ପୋଲିସ 68 ହଜାର 5ଶହଁ ଟଙ୍କା ନଗଦ ଜବତ କରିଛି ।
ବାଇଟ ମାନରଞ୍ଜନ ମିଶ୍ର ଅତିରିକ୍ତ ଏସ ପି ବଲାଂଗୀର

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.