ETV Bharat / state

ବଲାଙ୍ଗୀରରେ ପୁଣି 3 କୋରୋନା ପଜିଟିଭ

author img

By

Published : Jun 5, 2020, 9:54 PM IST

ଶୁକ୍ରବାର ବଲାଙ୍ଗୀରରେ 3 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 105ରେ ପହଞ୍ଚିଛି ।

3 more covid positive found in bolangir
ବଲାଙ୍ଗୀରରେ ପୁଣି 3 କୋରୋନା ପଜିଟିଭ

ବଲାଙ୍ଗୀର: ଜିଲ୍ଲାରେ ବଢି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଶୁକ୍ରବାର ପୁଣି ଜିଲ୍ଲାରେ 3 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ବଲାଙ୍ଗୀର ବେଳପଦ ବ୍ଲକ ଦରଲୀ ପାଳିରୁ ଜଣେ ମୁମ୍ବାଇ ଫେରନ୍ତା, ତୁରେକେଲା ବ୍ଲକ ମହାଖଣ୍ଡରୁ ଜଣେ ମହାରାଷ୍ଟ୍ର ଫେରନ୍ତା ଓ ଲୋଇସିଙ୍ଗା ବ୍ଲକ ବୁଢ଼ୀପଦରରୁ ଜଣେ ତାମିଲନାଡୁ ଫେରନ୍ତା କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବଲାଙ୍ଗୀରରେ ପୁଣି 3 କୋରୋନା ପଜିଟିଭ

ତେବେ ସମସ୍ତ ଆକ୍ରାନ୍ତଙ୍କୁ ବଲାଙ୍ଗୀର କିମ୍ସ କୋଭିଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ ବଲାଙ୍ଗୀରରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 105ରେ ପହଞ୍ଚି ଥିବାବେଳେ ଏମଧ୍ୟରୁ 24 ଜଣ ସୁସ୍ଥ ହୋଇଛନ୍ତି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.