ETV Bharat / state

ଅବକାରୀ ବିଭାଗର ଚଢାଉ, 175 ଲିଟର ବିଦେଶୀ ମଦ ଜବତ

author img

By

Published : May 18, 2021, 7:09 AM IST

ବଲାଙ୍ଗୀରରେ ଅବକାରୀ ବିଭାଗର ଚଢାଉ । ପାଖାପାଖି 175 ଲିଟର ମଦ ଜବତ, 2 ଜଣ ଗିରଫ । ଅଧିକ ପଢନ୍ତୁ...

ଅବକାରୀ ବିଭାଗର ଚଢାଉ, 175 ଲିଟର ମଦ ଜବତ
ଅବକାରୀ ବିଭାଗର ଚଢାଉ, 175 ଲିଟର ମଦ ଜବତ

ବଲାଙ୍ଗୀର: ଜିଲ୍ଲା ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରିଛି । ଏଥିସହ ମାମଲାରେ ସମ୍ପୃକ୍ତ 2 ଜଣଙ୍କୁ ଗିରଫ କରିଛି ପୋଲିସ । ବିଶେଷ ସୂତ୍ରରୁ ଖବର ପାଇ ଚଢାଉ କରିଥିଲା ପୋଲିସ ।

ଅବକାରୀ ବିଭାଗର ଚଢାଉ, 175 ଲିଟର ମଦ ଜବତ

ବଲାଙ୍ଗୀରରେ ଲକଡ଼ାଉନ ସମୟରେ ଚାଲିଥିଲା ଖୁଲମ ଖୋଲା ନକଲି ମଦ କାରବାର । ଲାଠଓର ଗ୍ରାମ ହାଟପଦା ପଡ଼ାରେ ଏହି ନକଲି ମଦ କାରବାର ଚାଲିଥିବାର ସୂଚନା ପାଇଥିଲା ଜିଲ୍ଲା ଅବକାରୀ ବିଭାଗ । ଖବର ପାଇ ବଲାଙ୍ଗୀର ସଦର, ପାଟଣାଗଡ଼ ଓ ଲୋଇସିଂହା ଅବକାରୀ ବିଭାଗ ମିଳିତ ଭାବେ ଚଢାଉ କରିଥିଲେ । ଚଢାଉରେ 1 କ୍ୟୁଣ୍ଟାଲ 75 ଲିଟର ନକଲି ବିଦେଶୀ ମଦ ସହ ବିପୁଳ ପରିମାଣର ଦେଶୀ ମଦ ଜବତ କରାଯାଇଛି । ସେହିପରି ମାମଲାରେ ସମ୍ପୃକ୍ତ ଥିବା ପୀତାମ୍ବର ମେହେର ଓ ଗୋପାଳ ମେହେରଙ୍କୁ ଅବକାରୀ ବିଭାଗ ଗିରଫ କରିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.