ETV Bharat / state

କାଠ ଚାଲାଣବେଳେ 3 ଗାଡି ଜବତ, ଦୁଇ ଗିରଫ - କାଠ ଚାଲାଣ

ପାଲଲହଡା ଅଞ୍ଚଳରେ କାଠ ଚାଲାଣବେଳେ 3 ଗାଡି ଜବତ । ଦୁଇ ଜଣ ଗିରଫ । ଦୁଇଟି ସ୍କର୍ପିଓ ଓ ଗୋଟିଏ ବୋଲେରୋ ଜବତ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Aug 15, 2019, 1:04 PM IST

ଅନୁଗୋଳ: ପାଲଲହଡା ଅଞ୍ଚଳରେ କାଠ ଚାଲାଣବେଳେ 3 ଗାଡି ଜବତ । ଦୁଇ ଜଣ ଗିରଫ । ଦୁଇଟି ସ୍କର୍ପିଓ ଓ ଗୋଟିଏ ବୋଲେରୋ ଜବତ ହୋଇଛି । ଗିରଫ ଦୁଇଜଣ ହେଲେ କେନ୍ଦୁଝର ରାଇସୁଆଁ ଅଞ୍ଚଳର ସମସୁଲ ଆଲାମ ଏବଂ ଇନ୍ଦ୍ରଜିତ ନାୟକ I

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

କାଠ ଚାଲାଣ ହେଉଥିବା ଖବର ପାଇ ବନବିଭାଗ ଚଢାଉ କରିଥିଲା । ଏହି ସମୟରେ ତିନୋଟି ଗାଡି ଜବତ କରିଥିଲା ବନ ବିଭାଗ । ଏହା ସହ ଗାଡିରୁ ବିପୁଳ ପରିମାଣର ଶାଳକାଠ ଜବତ ହୋଇଛି । ଜବତ ହୋଇଥିବା କାଠର ଆନୁମାନିକ ମୂଲ୍ୟ 2 ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି I

ଖମାର ବନାଞ୍ଚଳର ସିବିଡା ଜଙ୍ଗଲରୁ କାଠ ଚାଲାଣ ହେବାର ଖବର ପାଇ ବନ ବିଭାଗ ଚଢାଉ କରୁଥିଲା । ତେବେ ଏହି କାଠ କାହାପାଖକୁ ଯାଉଥିଲା ସେ ନେଇ ବିଭାଗ ଅଧିକ ତନାଘନା ଚଳାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଦାମୀ ଗାଡ଼ିରେ ହେଉଛି କାଠ ଚାଲାଣ । ଚୋରରେ ଚାଲାଣ ହେଉଥିବା ଏହି କାଠ କୁ ଧରିବାରେ ସଫଳ ହୋଇଛି ବନ ବିଭାଗBody: ।ଅନୁଗୋଳ ଜିଲ୍ଲା ପାଲଲହଡ଼ା ଅଞ୍ଚଳରେ ଚୋରା କାଠ ଚାଲାଣ ବେଳେ ବନବିଭାଗ ଖବର ପାଇ ଚଢ଼ାଉ କରିଥିଲା।  ଏହି ଚଢ଼ାଉ ବେଳେ ଦୁଇଟି ସ୍କୋର୍ପିଓ ଗୋଟିଏ ବୁଲେରୋ ବିଭାଗ ଜବତ କରିଛି  I ସେହି ଗାଡ଼ିରେ ଥିବା ବିପୁଳ ପରିମାଣର ଶାଳ କାଠ ମଧ୍ୟ ଜବତ ହୋଇଛି । ଏହି ଘଟଣାରେ ୨ ଜଣ ଗିରଫ କରିଛି ବନ ବିଭାଗ I ଗିରଫ ଦୁଇଜଣ ହେଲେ କେନ୍ଦୁଝର ରାଇସୁଆଁ ଅଞ୍ଚଳର ସମସୁଲ ଆଲାମ ଏବଂ ଇନ୍ଦ୍ରଜିତ ନାୟକ I ସେମାନଙ୍କଠାରୁ ଜବତ ହୋଇଥିବା କାଠର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି I ଖମାର ବନାଞ୍ଚଳ ର ସିବିଡା ଜଙ୍ଗଲରୁ ବେଆଇନ କାଠ ଚୋରା ଚାଲାଣ ହେବାର ଖବର ପାଇ ବନ ବିଭାଗ ଚଢ଼ାଉ କରୁଥିଲା ।Conclusion:ତେବେ ଏହି କାଠ କାହାପାଖକୁ ଯାଉଥିଲା ସେ ନେଇ ବିଭାଗ ଅଧିକ ତନାଘନା ଚଳାଇଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.