ETV Bharat / state

ଦଳିତ ପରିବାରରେ ରାତ୍ରୀ ଭୋଜନ କଲେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ

ଦଳିତ ପରିବାରରେ ରାତ୍ରୀ ଭୋଜନ କଲେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ । ଅନୁଗୋଳ ଗ୍ରସ୍ତ ରେ ଆସିଥିବା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଅନୁଗୋଳ ପୌର ପାଳିକାର ୧୧ ୱାର୍ଡ ରେ ଥିବା ଜଣେ ଦଳିତ ପରିବାର ଦୁଖବନ୍ଧୁ ନାଏକ ଙ୍କ ଘରେ ଯାଇ ରାତ୍ରୀ ଭୋଜନ କରିଥିଲେ । ଅଧିକ ପଢନ୍ତୁ

Union Home Minister had dinner at the Dalit family
ଦଳିତ ପରିବାରରେ ରାତ୍ରୀ ଭୋଜନ କଲେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ
author img

By

Published : Jul 8, 2022, 3:59 PM IST

ଅନୁଗୋଳ:ଦଳିତ ପରିବାରରେ ରାତ୍ରୀ ଭୋଜନ କଲେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ । ଅନୁଗୋଳ ଗ୍ରସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଅନୁଗୋଳ ପୌର ପାଳିକାର ୧୧ ୱାର୍ଡରେ ଥିବା ଜଣେ ଦଳିତ ପରିବାର ଦୁଖବନ୍ଧୁ ନାଏକଙ୍କ ଘରକୁ ଯାଇଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ରାୟ ସେଠାରେ ପହଞ୍ଚିବା ପରେ ପଡିଆ ସାହିର ଲୋକେ ତାଙ୍କୁ ସ୍ବାଗତ କରିବା ସହ ସାହିକୁ ପାଛୋଟି ନେଇଥିଲେ । ଏହି ଅବସରରେ ମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରିବା ସହ କିଭଳି ପ୍ରଧାନମନ୍ତ୍ରୀ ସେମାନଙ୍କୁ ଗୁରୁତ୍ୱ ଦେଉଛନ୍ତି ସେନେଇ ସୂଚନା ଦେଇଥିଲେ।

ଦଳିତ ପରିବାରରେ ରାତ୍ରୀ ଭୋଜନ କଲେ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ

ଏହି କାର୍ଯ୍ୟକ୍ରମରେ ବିଜେପି ନେତା ଦିଲ୍ଲୀପ ପ୍ରଧାନ, ପ୍ରତାପ ପ୍ରଧାନ ଓ ପୌର ପାଳିକାର ସମସ୍ତ କାଉନସିଲର ମାନେ ଯୋଗ ଦେଇଥିଲେ । ତେବେ ଏହା ପୂର୍ବରୁ ମନ୍ତ୍ରୀ ଦଳୀୟ କାର୍ଯ୍ୟାଳୟରେ କର୍ମୀ ମାନଙ୍କ ସହ ଆଲୋଚନା କରିବା ସହ ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ରର ଗୁଣ୍ଡିଚା ମନ୍ଦିରରେ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.