ETV Bharat / state

ୟୁକ୍ରେନରୁ ଦୁଇ ଛାତ୍ର ଫେରିଲେ ଅନୁଗୋଳ

author img

By

Published : Mar 8, 2022, 10:35 PM IST

ଅନୁଗୋଳ ବଳରାମ ପ୍ରସାଦର ଆଲୋକ ସାମଲ ୟୁକ୍ରେନରେ MBBS ପାଠ୍ୟକ୍ରମ କରୁଥିବା ବେଳେ ଏବେ ସୁରକ୍ଷିତ ଭାବେ ଫେରି ଆସିଛନ୍ତି । ବର୍ତ୍ତମାନ ଆଲୋକ ଘରେ ପହଞ୍ଚିବା ପରେ ତାଙ୍କ ପରିବାର ଲୋକ ବେଶ ଆନନ୍ଦିତ ହୋଇଛନ୍ତି । ଅଧିକ ପଢନ୍ତୁ

ୟୁକ୍ରେନ ଫେରନ୍ତା 2 ଛାତ୍ର ଫେରିଲେ ଅନୁଗୋଳ
ୟୁକ୍ରେନ ଫେରନ୍ତା 2 ଛାତ୍ର ଫେରିଲେ ଅନୁଗୋଳ

ଅନୁଗୋଳ: ୟୁକ୍ରେନରେ ଡାକ୍ତରୀ ପଡୁଥିବା ଜଣକ ପରେ ଜଣେ ଛାତ୍ର ଏବେ ନିଜ ଘରକୁ ଫେରୁଛନ୍ତି। ୟୁକ୍ରେନ ରୁଷ ମଧ୍ୟରେ ଯୁଦ୍ଧ ଲାଗି ରହୁଥିବାରୁ ଭାରତ ସରକାରଙ୍କ ପକ୍ଷରୁ ଭାରତୀୟ ମାନକୁ ଦେଶକୁ ଫେରାଇ ଅଣାଯାଉଛି । ଏହି ଭଳି ସ୍ଥିତିରେ ଘରକୁ ଫେରିଛନ୍ତି ଅନୁଗୋଳର ଛାତ୍ର ଓ ଜଣେ ଛାତ୍ରୀ। ଏହାରି ଭିତରେ ୟୁକ୍ରେନରୁ ବାହାରି ଅନୁଗୋଳ ଜିଲ୍ଲା ବଳରାମ ପ୍ରସାଦର ନିଜ ଘରକୁ ଫେରିଛନ୍ତି ଓଡିଆ ଡାକ୍ତରୀ ଛାତ୍ର ଆଲୋକ ସାମଲ। ଡାକ୍ତରୀ ପଢିବାକୁ ୟୁକ୍ରେନରେ ଯାଇଥିବାବେଳେ ଫେରିବା ନେଇ ଅନିଶ୍ଚିତତା ଦେଖାଦେଇଥିଲା। ୟୁକ୍ରେନରେ ଋଷ ଆକ୍ରମଣ କରିବା ପରେ ଚିନ୍ତାରେ ଥିଲେ ବାପା ମା।ପିଲାମାନଙ୍କ ଫେରିବା ବାଟକୁ ଚାହିଁ ବସିଥିଲେ ଅଭିଭାବକ ।

ୟୁକ୍ରେନ ଫେରନ୍ତା 2 ଛାତ୍ର ଫେରିଲେ ଅନୁଗୋଳ

ତେବେ ଅନୁଗୋଳ ବଳରାମ ପ୍ରସାଦର ଆଲୋକ ସାମଲ ୟୁକ୍ରେନରେ MBBS ପାଠ୍ୟକ୍ରମ କରୁଥିବା ବେଳେ ଏବେ ସୁରକ୍ଷିତ ଭାବେ ଫେରି ଆସିଛନ୍ତି । ବର୍ତ୍ତମାନ ଆଲୋକ ଘରେ ପହଞ୍ଚିବା ପରେ ତାଙ୍କ ପରିବାର ଲୋକ ବେଶ ଆନନ୍ଦିତ ହୋଇଛନ୍ତି । ସେହିପରି ଅନ୍ୟଜଣେ ଛାତ୍ରୀ ସାୟନ୍ତିନି ମଧ୍ୟ ସୁରକ୍ଷିତ ଭାବେ ନିଜ ଘର ନାଲକୋ ନଗରକୁ ଫେରିଛନ୍ତି। ସେ ମଧ୍ୟ ଡାକ୍ତରୀ ପଢିବାକୁ ୟୁକ୍ରେନ ଯାଇଥିଲେ । ତାଙ୍କ ଫେରିବା ପରେ ତାଙ୍କ ପରିବାର ଅଧ୍ୟ ଖୁସିର ଲହରୀ ଖେଳିଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.