ETV Bharat / state

ମଧ୍ୟପ୍ରଦେଶ ଫେରିଯିବ ବାଘୁଣୀ ସୁନ୍ଦରୀ - ବାଘୁଣୀ ସୁନ୍ଦରୀ

ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟକୁ ବଂଶ ବୃଦ୍ଧି ପାଇଁ ଆସିଥିବା ବାଘୁଣୀ ସୁନ୍ଦରୀ ପୁଣି ଫେରିଯିବ ମଧ୍ୟପ୍ରଦେଶ। ଅଧିକ ପଢନ୍ତୁ...

ମଧ୍ୟପ୍ରଦେଶ ଫେରିଯିବ ବାଘୁଣୀ ସୁନ୍ଦରୀ
ମଧ୍ୟପ୍ରଦେଶ ଫେରିଯିବ ବାଘୁଣୀ ସୁନ୍ଦରୀ
author img

By

Published : Mar 20, 2021, 10:56 PM IST

ଅନୁଗୋଳ: ମଧ୍ୟପ୍ରଦେଶ ଫେରିଯିବ ବାଘୁଣୀ ସୁନ୍ଦରୀ । ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟକୁ ବଂଶ ବୃଦ୍ଧି ପାଇଁ ଆସିଥିବା ବାଘୁଣୀ ସୁନ୍ଦରୀ ପୁଣି ଫେରିଯିବ ମଧ୍ୟପ୍ରଦେଶ।

ମଧ୍ୟପ୍ରଦେଶ ଫେରିଯିବ ବାଘୁଣୀ ସୁନ୍ଦରୀ

ଏନେଇ ମଧ୍ୟପ୍ରଦେଶରୁ ଏକ 6 ଜଣିଆ ବିଶେଷଜ୍ଞ ଦଳ ଶନିବାର ସାତକୋଶିଆ ଅଭିମୁଖେ ଆସିଥିବା ଜଣାପଡ଼ିଛି। ରବିବାର ଅପରାହ୍ନ ସୁଦ୍ଧା ଏହି ଟିମ୍ ଅନୁଗୋଳରେ ପହଞ୍ଚିବେ। ଏଠାରେ ସାତକୋଶିଆ ଅଧିକାରୀମାନଙ୍କ ସହ ଆଲୋଚନା ପରେ ରାଇଗୁଡା ଏନ କ୍ଲୋଜରକୁ ଯାଇ ବାଘୁଣୀର ପରିସ୍ଥିତି ଅନୁଧ୍ୟାନ କରିବ ଟିମ ।

ସ୍ଥିତି ପରଖିବା ପରେ ଆସିଥିବା ସ୍ବତନ୍ତ୍ର ଗାଡିରେ ବାଘୁଣୀକୁ କାବୁ କରି ନେଇ କହ୍ନା ଅଭୟାରଣ୍ୟର ଗରିଲା ଏନ କ୍ଲୋଜରରେ ଛଡା ଯିବାର ଯୋଜନା ରହିଛି। ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକ୍ରିୟାରେ ବାନ୍ଧବ ଗଡରୁ ସାତକୋଶିଆ ଆସିଥିଲା ବାଘୁଣୀ । ମାର୍ଚ୍ଚ ଶେଷ ସପ୍ତାହରେ ବାଘୁଣୀ ଫେରିବା ନେଇ ପ୍ରଥମେ ଇଟିଭି ଖବର ପ୍ରସାରଣ କରିଥିଲା

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.