ETV Bharat / state

ଅନୁଗୋଳରେ କୋଭିଡ ସ୍ଥିତି ସଙ୍ଗୀନ, ସମୀକ୍ଷା କଲେ ଜିଲ୍ଲାପାଳ - କଣ୍ଟାକ୍ଟ ଟ୍ରେସିଂ

ଦିନକୁ ଦିନ କୋରୋନା ସ୍ଥିତିରେ ଲାଗୁନି ବ୍ରେକ । କୋଭିଡ ସ୍ଥିତି ସଙ୍ଗୀନ ଯୋଗୁଁ ସ୍ଥିତି ପରଖିଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ...

ଜିଲ୍ଲାରେ କୋଭିଡ୍ ସ୍ଥିତି ସଙ୍ଗୀନ, ସମୀକ୍ଷା କଲେ ଜିଲ୍ଲାପାଳ

author img

By

Published : May 15, 2021, 6:52 PM IST

ଅନୁଗୋଳ: କୋଭିଡ ପରିଚାଳନାକୁ ନେଇ ଅନୁଗୋଳ ଜିଲ୍ଲାପାଳଙ୍କ ସମୀକ୍ଷା । ବିଶେଷ ଭାବେ ଜିଲ୍ଲାରେ କିଭଳି ଚାଲିଛି କୋଭିଡ ପରିଚାଳନା, ଉପଯୁକ୍ତ ଟେଷ୍ଟିଂ କରାଯିବା ସହ ଲୋକଙ୍କୁ ରିପୋର୍ଟ ଦିଆଯାଉଛି କି ନାହିଁ କଣ୍ଟାକ୍ଟ ଟ୍ରେସିଂ ଠିକ୍ ଭାବେ କରାଯାଉଛି କି ନାହିଁ ତାର ସମୀକ୍ଷା କରିଛନ୍ତି ଜିଲାପାଳ ।

ଜିଲ୍ଲାରେ କୋଭିଡ୍ ସ୍ଥିତି ସଙ୍ଗୀନ, ସମୀକ୍ଷା କଲେ ଜିଲ୍ଲାପାଳ

ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରଶିକ୍ଷଣ ଗୃହରେ ଜିଲାର ସମସ୍ତ ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନେଇ ଏହି ସମୀକ୍ଷା କରାଯାଇଥିଲା । ବିଶେଷ ଭାବେ ନିୟୋଜିତ ଥିବା ବ୍ଲକ ପୋଗ୍ରାମ ମ୍ୟାନେଜର ତଥା (BPM) କିଭଳି କାର୍ଯ୍ୟ କରୁଛନ୍ତି ତାର ସମୀକ୍ଷା କରାଯାଇଛି ।

ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ କଣ୍ଟ୍ରାକ୍ ଟ୍ରେସିଂକୁ ଆହୁରି ଅଧିକ କରିବାକୁ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି CDMO । ବିଶେଷ କରି କୋଭିଡ ହସ୍ପିଟାଲ ଓ କୋଭିଡ କେୟାର ସେଣ୍ଟରକୁ ଆସୁଥିବା ଆକ୍ରାନ୍ତ ମାନେ କିଭଳି ଉପଯୁକ୍ତ ସ୍ବାସ୍ଥ୍ୟ ସେବା ପାଇ ପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ଅଧିକାରୀ ମାନଙ୍କୁ ପରାମର୍ଶ ଦିଆଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.