ETV Bharat / state

ଅନୁଗୋଳରେ କୋରୋନା ମୁକାବିଲାର ସ୍ଥିତି ପରଖିଲେ ରାଜ୍ୟ ଅଧିକାରୀ - ଅନୁଗୋଳରେ କୋରନା ମୁକାବିଲାର ସ୍ଥିତି ପରଖିଲେ ରାଜ୍ୟ ଅଧିକାରୀ

ଅନୁଗୋଳରେ କୋରୋନା ମୁକାବିଲାର ସ୍ଥିତି ପରଖିଲେ ରାଜ୍ୟ ଅଧିକାରୀ । ଏହି ଅବସରରେ ବାହାର ରାଜ୍ୟରୁ ଫେରୁଥିବା ଶ୍ରମିକ ମାନେ କିଭଳି କ୍ଵାରେନଣ୍ଟାଟାଇନରେ ରହିବେ ତାକୁ ଅଧିକ ଗୁରୁତ୍ୱ ଦେବାକୁ ଜିଲ୍ଲାର ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି ।

State officials examined the status of the corona confrontation in Anugul
ଅନୁଗୋଳରେ କୋରୋନା ମୁକାବିଲାର ସ୍ଥିତି ପରଖିଲେ ରାଜ୍ୟ ଅଧିକାରୀ
author img

By

Published : May 5, 2020, 10:01 PM IST

Updated : May 6, 2020, 11:55 AM IST

ଅନୁଗୋଳ: ଜିଲ୍ଲାରେ କୋରୋନା ମୁକାବିଲା ନେଇ ସ୍ଥିତି ପରଖିଲେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତ ବରିଷ୍ଠ ଅଧିକାରୀ । ଅନୁଗୋଳ ଜିଲ୍ଲାରେ କୋରୋନାର ସ୍ଥିତି ସମୀକ୍ଷା କରିଛନ୍ତି ଜିଲ୍ଲା ଦାୟିତ୍ୱରେ ଥିବା ଦୁଇ ବରିଷ୍ଠ ଆଇଏଏସ ଅଫିସର । ଅନୁଗୋଳ ଜିଲ୍ଲା ଗ୍ରୀନ ଜୋନରେ ରହିଥିବା ବେଳେ ଆଗକୁ କିଭଳି ଏହି ସ୍ଥିତି ବଜାୟ ରହିବ ତାର ସ୍ଥିତି ପରଖିଛନ୍ତି ଆଇଏଏସ ଅଫିସର ବିଷ୍ଣୁପଦ ସେଠୀ ଓ ଗୋପବନ୍ଧୁ ଶତପଥୀ ।

ଅନୁଗୋଳରେ କୋରୋନା ମୁକାବିଲାର ସ୍ଥିତି ପରଖିଲେ ରାଜ୍ୟ ଅଧିକାରୀ

ଜିଲ୍ଲାରେ ହୋଇଥିବା ସଙ୍ଗରୋଧ ଗୃହ ବା ଅସ୍ଥାୟୀ ମେଡ଼ିକାଲ କ୍ୟାମ୍ପ ବୁଲି ଦେଖିଛନ୍ତି ଏହି ଦୁଇ ଅଫିସର । ଏହାଛଡା ଜିଲ୍ଲାପାଳ, ଏସପିଓସି, ଡିଏମଓଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ବାହାର ରାଜ୍ୟରୁ ଫେରୁଥିବା ଶ୍ରମିକ ମାନେ କିଭଳି କ୍ଵାରେନଣ୍ଟାଟାଇନରେ ରହିବେ ତାକୁ ଅଧିକ ଗୁରୁତ୍ୱ ଦେବାକୁ ଜିଲ୍ଲାର ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : May 6, 2020, 11:55 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.