ETV Bharat / state

ସାଇକେଲ ଆରୋହୀଙ୍କ ଉପରେ ମାଡିଗଲା କାର: ଜଣେ ମୃତ, 3 ଗୁରୁତର

ରାଜ୍ୟରେ ଦିନକୁ ଦିନ ବଢିଚାଲିଛି ସଡକ ଦୁର୍ଘଟଣା। ଏହି କ୍ରମରେ ସୋମବାର ଅନୁଗୋଳ ଜିଲ୍ଲାରେ ମଧ୍ୟ ଏକ ଦୁର୍ଘଟଣା ଘଟିଯାଇଛି। ଜିଲ୍ଲା 149 ନଂ ଜାତୀୟ ରାଜପଥରେ ଏହି ଘଟଣା ଘଟିଛି। ରାଜପଥର ପାଲଲହଡ଼ା ଉପଖଣ୍ଡ ଖମାର ଥାନା ଜଗନ୍ନାଥ ମନ୍ଦିର ନିକଟରେ ଜଣେ ସାଇକେଲ ଆରୋହୀଙ୍କ ଉପରେ ଏକ କାର ମାଡିଯିବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି।

author img

By

Published : Feb 11, 2019, 10:55 PM IST

ଫଟୋ ସୌଜନ୍ୟ-ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ରାଜ୍ୟରେ ଦିନକୁ ଦିନ ବଢିଚାଲିଛି ସଡକ ଦୁର୍ଘଟଣା। ଏହି କ୍ରମରେ ସୋମବାର ଅନୁଗୋଳ ଜିଲ୍ଲାରେ ମଧ୍ୟ ଏକ ଦୁର୍ଘଟଣା ଘଟିଯାଇଛି। ଜିଲ୍ଲା 149 ନଂ ଜାତୀୟ ରାଜପଥରେ ଏହି ଘଟଣା ଘଟିଛି। ରାଜପଥର ପାଲଲହଡ଼ା ଉପଖଣ୍ଡ ଖମାର ଥାନା ଜଗନ୍ନାଥ ମନ୍ଦିର ନିକଟରେ ଜଣେ ସାଇକେଲ ଆରୋହୀଙ୍କ ଉପରେ ଏକ କାର ମାଡିଯିବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ତିନିଜଣ ଗୁରୁତର ହୋଇଥିବା ଜଣାପଡିଛି।

ତେବେ ଦୁର୍ଘଟଣା ପରେ କ୍ଷତିପୂରଣ ଦାବିରେ ରାସ୍ତାରୋକ ସହ ଉତ୍ତେଜନା ଦେଖିବାକୁ ମିଳିଛି I ମୃତ ସାଇକେଲ ଆରୋହୀ ଜଣକ ସେହି ଗାଁର ଟିକନ ଖିଲାର। କାରଟି ସାଇକେଲକୁ ଧକ୍କା ଦେବା ଫଳରେ ଭାରସାମ୍ୟ ହରାଇ ଏକ ଘର ମଧ୍ୟକୁ ପଶିଯାଇଥିଲା।

ଯାହାଫଳରେ କାର ମଧ୍ୟରେ ଥିବା ଦମ୍ପତି ଗୁରୁତର ଆହତ ହୋଇଛନ୍ତି । ସେମାନେ ହେଲେ ଅନୁଗୋଳ ସହର ଶିମିଳିପଡାର ପ୍ରଦୀପ ଅଗ୍ରୱାଲ ଓ ତାଙ୍କ ସ୍ତ୍ରୀ। ଅନ୍ୟ ଜଣେ ଗୁରୁତର ହେଲେ ସେହି ଗାଁର ଗୌତମ ମନହରୀ। ଆହତ ମାନଙ୍କୁ ଖମାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ପକ୍ଷରୁ ଜାତୀୟ ରାଜପଥ 149କୁ ଅବରୋଧ କରାଯାଇଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:Body:

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.