ETV Bharat / state

ବେଆଇନ କୋଇଲା ଚାଲାଣ ରାକେଟରେ 7 ଗିରଫ - ବେଆଇନ କୋଇଲା ଚାଲାଣ ରାକେଟ

ଦୀର୍ଘ ଦିନର ହେବ ବେଆଇନ ଭାବେ କୋଇଲା ଖଣି ଖୋଳି କୋଇଲା ଚାଲାଣ କରୁଥିବା ଏକ ରାକେଟକୁ ଧରିବାରେ ସଫଳ ହୋଇଛି ଅନୁଗୋଳ ପୋଲିସ। ଏନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଅଧିକ ପଢନ୍ତୁ...

ବେଆଇନ କୋଇଲା ଚାଲାଣ ରାକେଟରେ 7 ଗିରଫ
ବେଆଇନ କୋଇଲା ଚାଲାଣ ରାକେଟରେ 7 ଗିରଫ
author img

By

Published : Apr 1, 2021, 6:47 PM IST

ଅନୁଗୋଳ: ଆକ୍ସନ ମୁଡରେ ଅନୁଗୋଳ ଜିଲ୍ଲା ପୋଲିସ । ଦୀର୍ଘ ଦିନର ହେବ ବେଆଇନ ଭାବେ କୋଇଲା ଖଣି ଖୋଳି କୋଇଲା ଚାଲାଣ କରୁଥିବା ଏକ ରାକେଟକୁ ଧରିବାରେ ସଫଳ ହୋଇଛି ପୋଲିସ। ଏନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ବେଆଇନ କୋଇଲା ଚାଲାଣ ରାକେଟରେ 7 ଗିରଫ

ପୂର୍ବରୁ ବାହାଳସାହିରେ ଥିବା ୧୫ରୁ ଉର୍ଦ୍ଧ୍ବ ବେଆଇନ ଚୋରା ଖଣିରୁ ବିପୁଳ ପରିମାଣରେ କୋଇଲା ଜବତ ସହ ଖଣି ଗୁଡିକୁ ପୋତି ଦିଆଯାଇଥିଲା। ଗୁରୁବାର ଘଟଣାରେ ୭ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ସୁଶାନ୍ତ ସାହୁ, ସୁବ୍ରତ ସାହୁ, ଅଲେଖ ସାହୁ, ସନତ ସାହୁ, ବିନୋଦ ସାହୁ, ଆନନ୍ଦ ସାହୁ ଓ ସୁଶାନ୍ତ ନାୟକ। ଏମାନେ ସମସ୍ତେ ବାହାଲ ସାହିରେ ରୁହନ୍ତି । ଏନେଇ ଡେପୁଟି ଡ଼ାଇରେକ୍ଟର ମାଇନ୍ସ ଅଭିଯୋଗ କରିବା ପରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.