ETV Bharat / state

ବନ୍ଧୁକ ମୁନରେ ଲୁଟ: ଲକ୍ଷାଧିକ ଟଙ୍କା ସହ ସୁନାଗହଣା ଲୁଟି ନେଲେ ଦୁର୍ବୃତ୍ତ - Gold jewellery loot

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ପୁରୁଣାଗଡ ଗାଁରୁ ବନ୍ଧୁକ ମୁନରେ ଲୁଟ ଅଭିଯୋଗ ହୋଇଛି । ଦୁର୍ବୃତ୍ତମାନେ 10 ଭରିର ସୁନାଗହଣା ସହ 1 ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ ।

Robbery at gunpoint: Gold jewellery looted with 1 lakh rupees
ବନ୍ଧୁକ ମୁନରେ ଲୁଟ: ଲକ୍ଷାଧିକ ଟଙ୍କା ସହ ସୁନାଗହଣା ଲୁଟି ନେଲେ ଦୁର୍ବୃତ୍ତ
author img

By

Published : Mar 1, 2020, 4:24 PM IST

ଅନୁଗୋଳ: ବନ୍ଧୁକ ମୁନରେ ଲୁଟ ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ପୁରୁଣାଗଡ ଗାଁରୁ । ପ୍ରାୟ 10 ଭରିର ସୁନାଗହଣା ସହ 1 ଲକ୍ଷରୁ ଅଧିକ ଟଙ୍କା ଲୁଟି ଫେରାର ହୋଇଛନ୍ତି ଦୁର୍ବୃତ୍ତ ।

ବନ୍ଧୁକ ମୁନରେ ଲୁଟ: ଲକ୍ଷାଧିକ ଟଙ୍କା ସହ ସୁନାଗହଣା ଲୁଟି ନେଲେ ଦୁର୍ବୃତ୍ତ

ଶନିବାର ବିଳମ୍ବିତ ରାତିରେ ମାରଣାସ୍ତ୍ର ଧରି ମୁଖା ପିନ୍ଧା 5ରୁ 6 ଜଣ ଦୁର୍ବୃତ୍ତ ପୁରୁଣାଗଡ ଗାଁର ପତିତପାବନ ମହାପାତ୍ରଙ୍କ ଘରେ ପଶିଥିଲେ । ପରିବାରର ସମସ୍ତଙ୍କୁ ଛୁରୀ, ଖଣ୍ଡା, ବନ୍ଧୁକ ଆଦି ଦେଖାଇ ଘରେ ଥିବା ସମସ୍ତ ସୁନା ଗହଣା, ଟଙ୍କା ଆଦି ଲୁଟି ନେଇ ଫେରାର ହୋଇଯାଇଥିଲେ ।

ଦୁର୍ବୃତ୍ତଙ୍କ ଖଣ୍ଡା ଆକ୍ରମଣରେ ପତିତପାବନ ଗୁରୁତର ଆହତ ହୋଇଥିବା ବେଳେ ଚିକିତ୍ସା ପାଇଁ ତାଙ୍କୁ ଛେଣ୍ଡିପଦା ମେଡିକାଲରେ ଭତ୍ତି କରାଯାଇଛି । ସେପଟେ ଘଟଣାସ୍ଥଳରେ ଛେଣ୍ଡିପଦା ପୋଲିସ ପହଞଅଚି ଘଟଣାକ ଛାନବିନ ଆରମ୍ଭକ କରିଛି । ସୂଚନାଯୋଗ୍ୟ, ମାର୍ଚ୍ଚ 24 ତାରିଖରେ ପତିତପାବନଙ୍କ ଝିଅ ବାହାଘର ହେବାକୁ ଥିବାରୁ ପରିବାରଲୋକେ ସୁନା ଘର ଓ ଟଙ୍କା ଘରେ ରଖିଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.