ETV Bharat / state

ସଡକ ଦୁର୍ଘଟଣା: ବାଇକ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ - ହାଇୱା ଧକ୍କାରେ ବାଇକ ଆରୋହୀ ମୃତ

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ସନ୍ତ୍ରୀ ଛକରେ ସଡକ ଦୁର୍ଘଟଣା । ଏଥିରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Road accident in anugul, one dead
ସଡକ ଦୁର୍ଘଟଣା: ହାଇୱା ଧକ୍କାରେ ବାଇକ ଆରୋହୀ ମୃତ
author img

By

Published : Jan 9, 2020, 2:54 PM IST

ଅନୁଗୋଳ: ବଅଁରପାଳ ଥାନା ସନ୍ତ୍ରୀ ଛକରେ ସଡକ ଦୁର୍ଘଟଣା । ଏଥିରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ବନ୍ତଳା ଥାନା ପୁରୁଣାଗଡ ଗାଁର ମନୁ ବାରିକ ।

ସଡକ ଦୁର୍ଘଟଣା: ହାଇୱା ଧକ୍କାରେ ବାଇକ ଆରୋହୀ ମୃତ

ମନୁ ବାଇକରେ ଯାଉଥିବାବେଳେ ସାମନାରୁ ଆସୁଥିବା ଏକ ହାଇୱା ତାଙ୍କୁ ଧକ୍କା ଦେଇ ଦ୍ରୁତ ଗତିରେ ପଳାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ତେବେ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକେ 55ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଏହାସହ ଦୁର୍ଘଟଣା ଘଟାଇଥିବା ହାଇୱାକୁ ତୁରନ୍ତ ଧରିବା ଏବଂ ମୃତକ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ।

ଦୀର୍ଘ 2 ଘଣ୍ଟା ଧରି ରାଜପଥ ଅବରୋଧ ହୋଇଥିଲା । ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ସଡକ ଦୁର୍ଘଟଣାରେ ରେ ଗଲା ପୁଣି ଜଣକ ଜୀବନ । ହାଇ ୱା ଧକ୍କାରେ ମଟର ସାଇକେଲ ଆରୋହି ଙ୍କ ମୃତ୍ୟୁ ।Body:ଅନୁଗୋଳ ଜିଲ୍ଲାର ବଅଁରପାଳ ଥାନା ସନ୍ତ୍ରୀ ଛକରେ ସଡକ ଦୁର୍ଘଟଣା ବାଇକ ଅରୋହି ମୃତ। ମୃତକ ବନ୍ତଳା ଥାନା ପୁରୁଣାଗଡ଼ ଗାଁର ମନୁ ବାରିକ। ମନୁ ବାଇକରେ ଯାଉଥିବା ବେଳେ ସାମନାରୁ ଆସୁ ଥିବା ହାଇୱା ଧକା ଦେଇ ଦୃତ ଗତିରେ ପଳାଇଥିଲା। ଘଟଣାସ୍ଥଳରେ ହିଁ ମନୁର ମୃତ୍ୟୁ ହୋଇଥିଲା। ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ 55ନଂ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଦୁର୍ଘଟଣା ଘଟାଇ ଥିବା ହାଇବା ପଳାଇଥିବାରୁ ତାକୁ ତୁରନ୍ତ ଧରିବା ଏବଂ ମୃତକ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। Conclusion:ଦୀର୍ଘ ଦୁଇ ଘଣ୍ଟା ରାଜପଥ ଅବରୋଧ ହୋଇଥିଲା । ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.