ETV Bharat / state

କାର ଧକ୍କାରେ ଜୀବନ ହାରିଲେ ବୃଦ୍ଧ ଦମ୍ପତି - ଅନୁଗୋଳ

ଢେଙ୍କାନାଳ ଜିଲ୍ଲା ଭାପୁର ଫାଣ୍ଡି ସ୍ଥିତ ଜରିପାଳ ନିକଟରେ ସଡକ ଦୁର୍ଘଟଣା । ଦୁଇଟି କାର ମୁହାଁମୁହିଁ ଧକ୍କା ହେବା ଫଳରେ ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଏକ କାରର ତିନିଜଣ ସାମାନ୍ୟ ଆହତ ହୋଇଛନ୍ତି।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ
author img

By

Published : Jun 22, 2019, 9:51 PM IST

ଅନୁଗୋଳ: ସଡକ ଦୁର୍ଘଟଣାରେ ଜୀବନ ହାରିଲେ ବୃଦ୍ଧ ଦମ୍ପତି । ଦମ୍ପତିଙ୍କ ଘର ଭୁବନେଶ୍ୱର ପାତ୍ରପଡା ଅଞ୍ଚଳରେ ବୋଲି ଜଣାପଡିଛି । ଅନୁଗୋଳ ଆଡକୁ ଏକ ୱାଗନର କାର ଯାଉଥିବା ବେଳ ଆଉ କାର ସହ ତାଙ୍କର ଧକ୍କା ହୋଇଥିଲା। ଢେଙ୍କାନାଳ ଜିଲ୍ଲା ଭାପୁର ଫାଣ୍ଡିର ଜରିପାଳ ନିକଟରେ ଏହି ଦୁର୍ଘଟଣା ଘଟିଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ

ମୃତକ ହେଉଛନ୍ତି ପ୍ରତାପ ପଟ୍ଟନାୟକ ଓ ଲୀଳାବତୀ ପଟ୍ଟନାୟକ । ଉଭୟଙ୍କୁ ଦୁର୍ଘଟଣାସ୍ଥଳରୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ପରେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ସେପଟେ ଏହି ଦମ୍ପତିଙ୍କ କାରକୁ ଧକ୍କା ଦେଇଥିବା ଅନ୍ୟ ଏକ କାରର ତିନିଜଣ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଦୁଇ କାର ମୁହାଁ ମୁହିଁ ଧକ୍କା । ଜୀବନ ହାରିଲେ ବୃଦ୍ଧ ଦମ୍ପତି । Body:ସଡକ ଦୁର୍ଘଟଣା ରେ ଜୀବନ ହାରିଲେ ବୃଦ୍ଧ ଦମ୍ପତି । ଦମ୍ପତ୍ତିଙ୍କ ଘର ଭୁବନେଶ୍ୱର ପତ୍ରପଡା ଅଞ୍ଚଳ ରେ । ଅନୁଗୋଳ ଆଡକୁ ଏକ ୱାଗନର କାର ଯାଉଥିବା ବେଳ ଆଉ କାର ସହ ତାଙ୍କର ଧକ୍କା ହୋଇଥିଲା। ଢେଙ୍କାନାଳ ଜିଲା ଭାପୁର ଫାଣ୍ଡି ର ଜରିପାଳ ନିକଟରେ ଘଟିଛି ଏହି ଦୁର୍ଘଟଣା । ମୃତକ ମାନେ ହେଲେ ପ୍ରତାପ ପଟ୍ଟନାୟକ ଓ ଲୀଳାବତୀ ପଟ୍ଟନାୟକ । ଉଭୟ ଙ୍କୁ ଦୁର୍ଘଟଣା ସ୍ଥଳରୁ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସା ଲୟ କୁ ନେଇ ଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ସେପଟେ ଏହି ଦମ୍ପତି ଙ୍କ କାର କୁ ଧକ୍କା ଦେଥିବା କରା ଥିବା ତିନିଜଣ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.