ETV Bharat / state

ଫାଇଲେରିଆ ମୁକ୍ତ ଅନୁଗୋଳ ଲକ୍ଷ୍ୟ, ପ୍ରଥମେ ଔଷଧ ଖାଇଲେ ଜିଲ୍ଲାପାଳ - ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ

ଜିଲ୍ଲାପାଳ ଖାଇଲେ ଡ଼ିଇସି ବଟିକା । ଫାଇଲେରିଆ ନିରାକରଣ ପାଇଁ ସାମୂହିକ ଔଷଧ ସେବନର କଲେ ଶୁଭାରମ୍ଭ। ଅଧିକ ପଢନ୍ତୁ...

ଫାଇଲେରିଆ ମୁକ୍ତ ଅନୁଗୋଳ ଲକ୍ଷ୍ୟ, ପ୍ରଥମେ ଔଷଧ ଖାଇଲେ ଜିଲ୍ଲାପାଳ

author img

By

Published : Feb 25, 2021, 2:00 PM IST

ଅନୁଗୋଳ: ଜିଲ୍ଲାପାଳ ଖାଇଲେ ଡ଼ିଇସି ବଟିକା । ଫାଇଲେରିଆ ନିରାକରଣ ପାଇଁ ସାମୁହିକ ଔଷଧ ସେବନର କଲେ ଶୁଭାରମ୍ଭ। ଆଜିଠାରୁ ମାର୍ଚ୍ଚ 6 ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ଚାଲିବ ଏହି ଔଷଧ ସେବନ ଅଭିଯାନ। ଅନୁଗୋଳ ଜିଲାରେ ଫାଇଲେରିଆ ନିରାକରଣ ନିମନ୍ତେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

ଫାଇଲେରିଆ ମୁକ୍ତ ଅନୁଗୋଳ ଲକ୍ଷ୍ୟ, ପ୍ରଥମେ ଔଷଧ ଖାଇଲେ ଜିଲ୍ଲାପାଳ

ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରଥମେ ବଟିକା ଖାଇ ଆରମ୍ଭ କରିଥିଲେ। ଏହି ଔଷଧ ସେବନ ସମ୍ପୂର୍ଣ୍ଣ ଭାବେ ନିରାପଦ। ତେଣୁ ଆମେ ସମସ୍ତେ ଏହାକୁ ସେବନ କରି ଆମ ଜିଲ୍ଲାରୁ ଫାଇଲେରିଆ ହଟାଇବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଏହାପରେ ସିଡିଏମଓ ଅଭୟ ଦାସଙ୍କ ସମେତ ବହୁ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ମଧ୍ୟ ଫାଇଲେରିଆ ଔଷଧ ସେବନ କରିଥିଲେ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.