ETV Bharat / state

ବାସୀ, ଅପମିଶ୍ରିତି ଖାଦ୍ୟ ସାମଗ୍ରୀ ଦୋକାନ ଉପରେ ଜନସ୍ବାସ୍ଥ୍ୟ ବିଭାଗର ନଜର - Public Health Department raid in anugul

ଅନୁଗୋଳ ସହରର ବିଭିନ୍ନ ଖାଦ୍ୟ ବିକ୍ରି ଦୋକାନ ଉପରେ ସ୍ବାସ୍ଥ୍ୟ ବିଭାଗର ଚଢ଼ାଉ । ଅପମିଶ୍ରିତ ଓ ବାସି ଖାଦ୍ୟ ବିକ୍ରିକୁ ନେଇ ଜନସ୍ୱାସ୍ଥ୍ୟ ବିଭାଗର ତନାଘନା। ଅଧିକ ପଢନ୍ତୁ...

ବାସୀ, ଅପମିଶ୍ରିତି ଖାଦ୍ୟ ସାମଗ୍ରୀ ଦୋକାନ ଉପରେ ଜନସ୍ବାସ୍ଥ୍ୟ ବିଭଗର ନଜର

author img

By

Published : Jul 29, 2021, 6:33 PM IST

ଅନୁଗୋଳ: ସହରର ବିଭିନ୍ନ ଖାଦ୍ୟ ବିକ୍ରି ଦୋକାନ ଉପରେ ଜନସ୍ୱାସ୍ଥ୍ୟ ବିଭାଗର ଛଢାଉ। ଜନସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡ଼ାକ୍ତର ଧନଜୟ ବେହେରାଙ୍କ ନେତୃତ୍ୱରେ ଏକ ଟିମ ଅନୁଗୋଳ ବସଷ୍ଟାଣ୍ଡ ଅଞ୍ଚଳରେ ଥିବା ଖାଦ୍ୟ ବିକ୍ରି ଦୋକାନ ଓ ହୋଟେଲ ଉପରେ ଚଢାଉ କରିଥିଲେ ।

ବାସୀ, ଅପମିଶ୍ରିତି ଖାଦ୍ୟ ସାମଗ୍ରୀ ଦୋକାନ ଉପରେ ଜନସ୍ବାସ୍ଥ୍ୟ ବିଭଗର ନଜର

କେତେକ ଦୋକାନୀ ଖାଦ୍ୟ ପଦାର୍ଥ ବିକ୍ରି କରୁଥିବା ବେଳେ ସେମାନଙ୍କ ପାଖରେ ଫୁଡ଼ ଲାଇନ୍ସେସ ନଥିବା ନଜରକୁ ଆସିଥିଲା । ଯାହାପାଇଁ ଦୋକାନୀଙ୍କ ଠାରୁ ଫାଇନ ଆଦାୟ କରାଯାଇଥିବା ବେଳେ ବିକ୍ରି ହେଉଥିବା ଖାଦ୍ୟପଦାର୍ଥର ମାନ ମଧ୍ୟ ଯାଞ୍ଚ କରିଥିଲେ ଏହି ଟିମ । ତେବେ ବର୍ଷା ଦିନ ଥିବାରୁ ଯେଭଳି କୌଣସି ସ୍ଥାନରେ ବାସୀ ଏବଂ ବିଷାକ୍ତ ଖାଦ୍ୟ ଦୋକାନୀ ମାନେ ବିକ୍ରି ନକରନ୍ତି ସେନେଇ ସଚେତନ କରାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.