ETV Bharat / state

ଅନୁଗୋଳରେ ବେଆଇନ ଲଟେରୀ କାଉଣ୍ଟର, 5ରୁ ଉର୍ଦ୍ଧ୍ବ ବାଇକ ଜବତ

ଅନୁଗୋଳରେ ବେଆଇନ ଲଟେରୀ କାଉଣ୍ଟର । ପୂଜା ଅବସରରେ ଲଗାଯାଇଥିବା ଲଟେରୀ କାଉଣ୍ଟର ଉଠାଇଲା ପୋଲିସ । 5ରୁ ଉର୍ଦ୍ଧ୍ବ ବାଇକ ଜବତ । ଅଧିକ ପଢ଼ନ୍ତୁ

police seized bike from illegal lottery counter in anugul
ବେଆଇନ ଲଟେରୀ କାଉଣ୍ଟର, 5ରୁ ଉର୍ଦ୍ଧ୍ବ ବାଇକ ଜବତ
author img

By

Published : Sep 7, 2022, 10:40 PM IST

ଅନୁଗୋଳ: ବେନିୟମ ଲଟେରୀ କାଉଣ୍ଟର । ବିନା ରେଜିଷ୍ଟ୍ରେସନରେ ରଖାଯାଇଥିବା ଗାଡ଼ିକୁ ଉଠାଇନେଲା ପୋଲିସ । ଅନୁଗୋଳ ସହରର ବସ ଷ୍ଟାଣ୍ଡ ପୂଜା କମିଟି ପ୍ରତିବର୍ଷ ଲକ୍ଷ୍ମୀ ପୂଜା ପାଇ ଲଟେରୀ ଟିକେଟ ବିକ୍ରି କରେ । ଜନଗହଳି ପୂର୍ଣ୍ଣ ବସ ଷ୍ଟାଣ୍ଡରେ ପ୍ରତିବର୍ଷ ଏଭଳି ଲାଟେରୀ କାଉଣ୍ଟର ହୁଏ । ମାତ୍ର ଚଳିତ ବର୍ଷ ଏହାକୁ ବେନିୟମ ଦର୍ଶାଇ ପୋଲିସ ଉଠାଇ ଦେଇଛି ।

ବେଆଇନ ଲଟେରୀ କାଉଣ୍ଟର

ଏହା ମଧ୍ୟ ପଢ଼ନ୍ତୁ: ନୂଆ ରୂପ ପାଇବ ଅଙ୍ଗାରବନ୍ଧ ମହିମା ଧାମ, ମିଳିଲା ଆର୍ଥିକ ଅନୁଦାନ

ସେଠାରେ ରଖାଯାଇଥିବା ଲଟେରୀ ଉପହାର ବାଇକ ସବୁକୁ ଜବତ କରିଛି ପୋଲିସ । ଗାଡି ଗୁଡିକ ରେଜିଷ୍ଟ୍ରେସନ ନଥିବାରୁ ଏଭଳି କରାଯାଇଥିବା କୁହାଯାଉଛି । ଏନେଇ ପୋଲିସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ । 5ରୁ ଉର୍ଦ୍ଧ୍ବ ବାଇକ ପୋଲିସ ଜବତ କରିଥିବାବେଳେ ପୂଜା କମିଟି ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.