ETV Bharat / state

ବଜ୍ରକାପ୍ତା ଚୋରା ଚାଲାଣ, 4 ଅଭିଯୁକ୍ତ ଗିରଫ - ଉଦ୍ଧାର ହେଲା ବିରଳ ବଜ୍ରକାପ୍ତା

ଚୋରା ଚାଲାଣ ବେଳେ ଉଦ୍ଧାର ହେଲା ବିରଳ ବଜ୍ରକାପ୍ତା । ଘଟଣାରେ ସମ୍ପୃକ୍ତ 4 ଜଣଙ୍କୁ ଗିରଫ କରିଛି ଅନୁଗୋଳ ପାଲଲହଡା ବନବିଭାଗ। ଅଧିକ ଖବର ପଢନ୍ତୁ...

ବଜ୍ରକାପ୍ତା ଚୋରା ଚାଲାଣ,4 ଅଭିଯୁକ୍ତ ଗିରଫ
author img

By

Published : Nov 17, 2019, 2:27 PM IST

ଅନୁଗୋଳ: ଚୋରାଚାଲାଣ ବେଳେ ବଜ୍ରକାପ୍ତI ଉଦ୍ଧାର । ଘଟଣାରେ ସମ୍ପୃକ୍ତ 4 ଜଣଙ୍କୁ ଗିରଫ କରିଛି ବନବିଭାଗ I ପାଲଲହଡା ପଟ୍ଟାମୁଣ୍ଡା ଗାଁରୁ ବନବିଭାଗ ଦ୍ବାରା ଉଦ୍ଧାର ଏହି ବିରଳ ବଜ୍ରକାପ୍ତାକୁ ବିକ୍ରି ପାଇଁ ଯୋଜନା କରୁଥିବା ବେଳେ ବନ ବିଭାଗ ହାତରେ ଧରା ପଡିଛନ୍ତି ଚାଲାଣ କାରୀ ।

pangolin
ବଜ୍ରକାପ୍ତା ଚୋରା ଚାଲାଣ,4 ଅଭିଯୁକ୍ତ ଗିରଫ

ସୂଚନା ଅନୁସାରେ, ଅନୁଗୋଳ ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ ବେଳେ ପଟ୍ଟାମୁଣ୍ଡା ଗାଁରୁ ଏହି ବିରଳ ବଜ୍ରକାପ୍ତା ଉଦ୍ଧାର କରାଯାଇଥିଲା । ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ମାନେ ହେଲେ ପଟ୍ଟାମୁଣ୍ଡା ଗାଁର ସନ୍ତୋଷ ମହାକୁଳ, କୈଳାଶ ନାଏକ , ଜଗମୋହନ ପୁରର ମୁନା ମୁଣ୍ଡା ଓ ତନିସିରା ଗାଁର ଗଣନାଥ ନାଏକ ।

ବଜ୍ରକାପ୍ତା ଚୋରା ଚାଲାଣ,4 ଅଭିଯୁକ୍ତ ଗିରଫ

ଏମାନଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି । ତେବେ ଅଭିଯୁକ୍ତମାନେ ଏହି ବିରଳ ବଜ୍ରକାପ୍ତାକୁ କାହାକୁ ବିକ୍ରି କରିଥାନ୍ତେ ସେ ବିଷୟରେ ଅଧିକ ତଦନ୍ତ ଚଳାଇଛି ବନ ବିଭାଗ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ

Intro:ବଜ୍ରକପ୍ତI ଉଦ୍ଧାର, 4 ଜଣ ଗିରଫ I ପାଲଲହାଡ ପଟ୍ଟାମୁଣ୍ଡା ଗାଁ ରୁ ବନବିଭାଗ ଦ୍ୱାରା ଉଦ୍ଧାର Iବିକ୍ରି ପାଇଁ ଯୋଜନା କରୁଥିବା ବେଳେ ବନ ବିଭାଗ ହାତରେ ଧରା ପଡିଛନ୍ତି ଚାଲାଣ କାରୀ Body:ବିରଳ ବଜ୍ରକାପ୍ତା ଉଦ୍ଧାର । ଘଟଣା ରେ ଚାରି ଜଣଙ୍କୁ ଗିରଫ କରିଛି ବନ ବିଭାଗ ।ଅନୁଗୋଳ ଜିଲା ପାଲଲହାଡ ବନ ବିଭାଗ ପକ୍ଷରୁ ଏହି ବଜ୍ର କାପ୍ତା ଉଦ୍ଧାର କରାଯାଇଛି । ବନ ବିଭାଗ ପକ୍ଷରୁ ପେଟ୍ରୋଲିଂ କରାଯାଉଥିବା ବେଳେ ପଟାମୁଣ୍ଡା ଗାଁ ରୁ ଏହି ବିରଳ ବଜ୍ରକାପ୍ତା ଉଧରା କରାଯାଇଥିଲା । ଏହା କୁ ଧରି ବାହାରେ ବିକ୍ରି ପାଇଁ ଯୋଜନା କରୁଥିବା ଅଭିଯାଗ ରେ ବିଭାଗ ପକ୍ଷରୁ ଚାରି ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ପଟାମୁଣ୍ଡା ଗାଁ ର ସନ୍ତୋଷ ମହାକୁଳ , କୈଳାଶ ନାଏକ , ଜଗମୋହନ ପୁର ର ମୁନା ମୁଣ୍ଡା ଓ ତନିସିରା ଗାଁ ର ଗଣନାଥ ନାଏକ । ଏମାନଙ୍କୁ ଗିରଫ କରି କୋଟ ଚାଲାଣ କରାଯାଇଛି । Conclusion:ତେବେ ଏମାନେ ଏହି ଯିବାକୁ କାହାକୁ ବିକ୍ରି କରିଥାନ୍ତେ ତାକୁ ଅଧିକ ତଦାନ ଚଳାଇଛି ବନ ବିଭାଗ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.