ETV Bharat / state

ପାଲଲହଡା ବିଧାୟକ ମୁକେଶ ପାଲ କୋରୋନା ପଜିଟିଭ ଚିହ୍ନଟ - ପାଲଲହଡା ବିଧାୟକ

ଅନୁଗୋଳ ଜିଲ୍ଲା ପାଲଲହଡା ବିଧାୟକ ମୁକେଶ ପାଲ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ବିଧାୟକ । ଅଧିକ ପଢନ୍ତୁ...

ପାଲଲହଡା ବିଧାୟକ ମୁକେଶ ପାଲ କୋରନା ପଜିଟିଭ ଚିହ୍ନଟ

author img

By

Published : Sep 20, 2020, 4:25 PM IST

ଅନୁଗୋଳ: ରାଜ୍ୟରେ ବଢିଚାଲିଛି ମହାମାରୀ କୋରୋନାର ପ୍ରକୋପ । ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଜନତାଙ୍କ ଠୁ ନେଇ ଜନପ୍ରତିନିଧିଙ୍କ ପର୍ଯ୍ୟନ୍ତ ସମସ୍ତେ ମହାମାରୀର କବଳରେ ଅଛନ୍ତି ଏପରିସ୍ଥିତିରେ ରାଜ୍ୟର ଅନେକ ବିଧାୟକ କୋରୋନାରେ ଆକ୍ରାନ୍ତ ହୋଇସାରଲେଣି । ଏହି କ୍ରମରେ ଅନୁଗୋଳ ଜିଲ୍ଲା ପାଲଲହଡା ବିଧାୟକ ମୁକେଶ ପାଲ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ବିଧାୟକ ।

ପାଲଲହଡା ବିଧାୟକ ମୁକେଶ ପାଲ କୋରୋନା ପଜିଟିଭ ଚିହ୍ନଟ

ମୁକେଶ ନିଜେ ପଜିଟିଭ ଥିବା ଟ୍ବିଟର ଯୋଗେ ସୂଚନା ଦେବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କୋଭିଡ ପରୀକ୍ଷା କରାଇ ଆଇସୋଲେସନରେ ରହିବାକୁ କହିଛନ୍ତି । ତେବେ ବିଧାୟକ ଏବେ ସୁସ୍ଥ ଅଛନ୍ତି । ଡାକ୍ତରଙ୍କ ପରାମର୍ଶ କ୍ରମେ ହୋମ ଆଇସୋଲେସନରେ ଥିବା ସେ କହିଛନ୍ତି ।

ଜିଲ୍ଲାରେ ପ୍ରଥମେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ କୋରନା ପଜିଟିଭ ଚିହ୍ନଟ ହୋଇଥିଲେ । ବ୍ରଜଙ୍କ ପରେ ମୁକେଶ ଦ୍ବିତୀୟ ବିଧାୟକ ଭାବେ କୋରନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.