ETV Bharat / state

ଥମୁନି ବାଘ ମୃତ୍ୟୁ, ପୁଣି ଏକ ମୃତଦେହ ଉଦ୍ଧାର - angul

ଅନୁଗୋଳରେ ପୁଣି ବାଘ ମୃତ୍ୟୁ । ଛେଣ୍ଡିପଦା ବନାଞ୍ଚଳ କଣଲୋଇ ଜଙ୍ଗଲରୁ ମିଳିଛି କଲରାପତରିଆ ବାଘର ମୃତଦେହ। ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ଅନୁଧ୍ୟାନ ଜାରି ରଖିଛି ।

breaking
author img

By

Published : Feb 9, 2019, 5:08 PM IST

ଅନୁଗୋଳ: ରାଜ୍ୟରେ ବାଘ ମୃତ୍ୟୁ ଘଟଣା ଥମିବାର ନାଁ ଧରୁନାହିଁ । ପୁଣି ଏପରି ଘଟଣା ଦେଖିବାକୁ ମିଳିଛି ଅନୁଗୋଳରେ। ଜିଲ୍ଲାର ଛେଣ୍ଡିପଦା ବନାଞ୍ଚଳ ଅଧିନସ୍ଥ କଣଲୋଇ ଜଙ୍ଗଲରୁ ଉଦ୍ଧାର ହୋଇଛି କଲରାପତରିଆ ବାଘର ମୃତଦେହ। ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଏହାର ଅନୁଧ୍ୟାନ ଜାରି ରଖିଛି।

ବର୍ତ୍ତମାନ ବାଘ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ବାଘ ଶରୀରରେ କୌଣସି କ୍ଷତଚିହ୍ନ ଥିବାର ଦେଖିବାକୁ ମିଳିନାହିଁ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:Body:

ବାଇକକୁ ପିଟିଲା ହାଇଓ୍ବା, ଜଣେ ମୃତ

ବୌଦ୍ଧ:  ବୌଦ୍ଧଠାରୁ ପ୍ରାୟ ୭ କିଲୋମିଟର ଦୂର ମହାନଦୀ ଉପର ପାର୍ଶ୍ବରେ ଥିବା କିଆକଟା ଥାନା ଅନ୍ତର୍ଗତ ପନ୍ଥେଇ ବୁଲାଣି ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ଗୋଟିଏ ପଟରେ ସଡକ ସୁରକ୍ଷା ସପ୍ତାହ ଚାଲିଥିବା ବେଳେ ଜନ ସଚେତନତାର ଅଭାବରୁ ସଡକ ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି । 

ମୃତକ ଜଣକ ସୋନପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଠାକୁରପୁରର ୧୯ ବର୍ଷୀୟ କିଷାନ ବାଦୀ ବୋଲି ଜଣାପଡିଛି ।  ଦିନ ପ୍ରାୟ ୨ଟା ବେଳେ ନିଜ ବାଇକରେ ଫେରୁଥିବା ବେଳେ ଏକ ହାଇଓ୍ବା ଗାଡି ଧକ୍କାରେ ଦୁର୍ଘଟଣାର ଶିକାର ହୋଇଥିଲେ । ବୌଦ୍ଧ ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା ପରେ କିଆକଟା ପୋଲିସ ଘଟଣାର ଅନୁସନ୍ଧାନ କରୁଛି  ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ନ୍ୟୁଜ

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.