ETV Bharat / state

ଅନୁଗୋଳରେ କଲରାପତରିଆ ବାଘ ଆତଙ୍କ: ଜଣେ ଗୁରୁତର

author img

By

Published : Sep 28, 2019, 12:37 PM IST

Updated : Sep 28, 2019, 4:22 PM IST

ଦିନକୁ ଦିନ ବଢୁଛି ବନ୍ୟଜନ୍ତୁଙ୍କ ପ୍ରାଦୁର୍ଭାବ । କେତେବେଳେ ହାତୀ ତ ଆଉ କେତେବେଳେ ଭାଲୁ ଓ ବାଘ ଆକ୍ରମଣରେ ଚାଲିଯାଉଛି ଲୋକଙ୍କ ଜୀବନ । ଆଜି ଅନୁଗୋଳ ଅନ୍ତୁଳିଆ ଗାଁରେ କଲରାପତରିଆ ବାଘ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ଜିଲ୍ଲାର ଅନ୍ତୁଳିଆ ଗାଁରେ ଅଘଟଣ । ବାଘ ଆକ୍ରମଣରେ ଚିତ୍ତରଞ୍ଜନ ଦଳବେହେରା ଗୁରୁତର ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଜଙ୍ଗଲକୁ ଛତୁ ତୋଳିବାକୁ ଯାଇଥିବା ବେଳେ ବାଘ ଆକ୍ରମଣର ଶିକାର ହୋଇଥିଲେ ଚିତ୍ତରଞ୍ଜନ । କଲରାପତରିଆ ବାଘ ଆକ୍ରମଣରେ ସେ ଆହତ ହୋଇଥିବା ସୂଚନା ରହିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଅନୁଗୋଳ ରେ ବାଘ ଆକ୍ରମଣ ରେ ଜଣେ ଗୁରୁତର । ଜିଲ୍ଲାର ଆନ୍ତୁଳି ଗାଁ ର ଚିତ୍ତ ରଞ୍ଜନ ଦଲାବେହେରା ଗୁରୁତର । ଗୁରୁତର ଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନା ନ୍ତରଣ । କଲରାପତ ରିଆ ବାଘ ଆକ୍ରମଣ କରିଥିବା ସୂଚନା । ଜଙ୍ଗଲ କୁ ଯାଇଥିବା ବେଳେ ଆକ୍ରମଣ କରିଛି ବାଘ ।Body:ଅନୁଗୋଳ ରେ ବାଘ ଆକ୍ରମଣ ରେ ଜଣେ ଗୁରୁତର । ଜିଲ୍ଲାର ଆନ୍ତୁଳି ଗାଁ ର ଚିତ୍ତ ରଞ୍ଜନ ଦଲାବେହେରା ଗୁରୁତର । ଗୁରୁତର ଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନା ନ୍ତରଣ । କଲରାପତ ରିଆ ବାଘ ଆକ୍ରମଣ କରିଥିବା ସୂଚନା । ଜଙ୍ଗଲ କୁ ଯାଇଥିବା ବେଳେ ଆକ୍ରମଣ କରିଛି ବାଘ ।Conclusion:
Last Updated : Sep 28, 2019, 4:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.