ETV Bharat / state

ପୁଣି ଖୋଲିଲା ରେଙ୍ଗାଲି ଜଳଭଣ୍ଡାର ଗେଟ୍‌ - rengali dam in odisha

ପୁଣି ଖୋଲିଲା ରେଙ୍ଗାଲି ଜଳଭଣ୍ଡାରର ଗେଟ୍ । ଜଳସ୍ତର ବୃଦ୍ଧି ପାଇବାରୁ କର୍ତ୍ତୃପକ୍ଷ ଜଳଭଣ୍ଡାରର ଆଜି ଗୋଟିଏ ଗେଟ ଖୋଲିଛନ୍ତି । 8 ନମ୍ବର ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି ।

ଡିଜାଇନ ଫଟୋ
author img

By

Published : Oct 1, 2019, 1:28 PM IST

ଅନୁଗୋଳ: ପୁଣି ଖୋଲିଲା ରେଙ୍ଗାଲି ଜଳଭଣ୍ଡାରର ଗେଟ । ଜଳସ୍ତର ବୃଦ୍ଧି ପାଇବାରୁ କର୍ତ୍ତୃପକ୍ଷ ଜଳଭଣ୍ଡାରର ଆଜି ଗୋଟିଏ ଗେଟ ଖୋଲିଛନ୍ତି । 8 ନମ୍ବର ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି । ବର୍ତ୍ତମାନ ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ 2305 କ୍ୟୁସେକ ଜଳ ନିଷ୍କାସିତ ହେଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଉପର ମୁଣ୍ଡରେ ବର୍ଷା ଯୋଗୁଁ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଭଣ୍ଡାରକୁ ପ୍ରତି ସେକେଣ୍ଡରେ 2525 କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ପାୱାର ଚ୍ୟାନେଲ ଓ ଆଠ ନମ୍ବର ଗେଟ୍‌ ଦେଇ ମୋଟ ସେକେଣ୍ଡରେ ୨୩୦୫ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ତେବେ ଚଳିତ ବର୍ଷ ତୃତୀୟ ଥର ପାଇଁ ଗେଟ୍ ଖୋଲିଛନ୍ତି ଡ୍ୟାମ କର୍ତ୍ତୃପକ୍ଷ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଆଜି ପୁଣି ଖୋଲିଲା ରେଙ୍ଗାଲି ଜଳଭଣ୍ଡାର ର ଗେଟ । Body:ଖୋଲିଲା ଅନୁଗୋଳ ରେଙ୍ଗାଲି ଡ୍ୟାମ ଗେଟ୍ । ଜଳସ୍ତର ବୃଦ୍ଧି ପାଇବାରୁ ଜଳଭଣ୍ଡାର କର୍ତ୍ତୃପକ୍ଷ ଜଳ ଭଣ୍ଡାର ର ଆଜି ପୁଣି ଗୋଟିଏ ଗେଟ୍ ଖୋଲିଛନ୍ତି । ବର୍ତ୍ତମାନ ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ 2305 ଘନ ମିଟର ଜଳ ନିଷ୍କାସିତ ହେଉଛି ।ଉପର ମୁଣ୍ଡରେ ବର୍ଷା ଯୋଗୁଁ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଇବାରେ ଲାଗୁଛି । ଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨୫୨୫ ଘନ ମିଟର ଜଳ ପ୍ରବେଶ କରୁଥିବା ବେଳେ ପାୱାର ଚ୍ୟନେଲ ଓ ଆଠ ନଂ ଦେଇ ମୋଟ ସେକେଣ୍ଡରେ ୨୩୦୫ ଘନ ମିଟର ଜଳ ନିଷ୍କାସିତ ହେଉଛି ।
। Conclusion:ଆଜି କୁ ଲଗାଇଲେ ତୃତୀୟ ଥର ପାଇଁ ବନ୍ୟା ଜଳ ନିଷ୍କାସନ ପାଇଁ ଗେଟ୍ ଖୋଲିଛନ୍ତି ଡ୍ୟାମ କର୍ତ୍ତୃପକ୍ଷ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.