ETV Bharat / state

ଓଲଟିଲା କାର, ଜଣେ ମୃତ ଦୁଇ ଗୁରୁତର

author img

By

Published : Jul 7, 2022, 5:49 PM IST

ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍ । ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଆହାତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

ଓଲଟିଲା କାର,  ଜଣେ ମୃତ ଦୁଇ ଗୁରୁତର
ଓଲଟିଲା କାର, ଜଣେ ମୃତ ଦୁଇ ଗୁରୁତର

ଅନୁଗୋଳ : ଅନୁଗୋଳ ଜିଲ୍ଲା ସଦର ଥାନା କୁଇଓ ନିକଟରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଅନ୍ୟ ଦୁଇଜଣ ଗୁରୁତର ହୋଇଥିବା ଜଣା ପଡ଼ିଛି । ସୂଚନାନୁସାରେ ତାଳଚେର ଅନନ୍ତବେରଣୀର ଗାଁର ସଚିନ ନାୟକ ତାଙ୍କ ଦୁଇ ପୁତୁରାଙ୍କ ସହ କୌଣସି କାମରେ ଏକ ମାରୁତି କାରରେ ଅନୁଗୋଳ ଆଡକୁ ଆସୁଥିଲେ ।

ଓଲଟିଲା କାର, ଜଣେ ମୃତ ଦୁଇ ଗୁରୁତର

ତେବେ କୁଇଓ ନିକଟରେ କାରଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହେବା ସହ ରାସ୍ତା ତଳକୁ ଓଲଟି ପଡିଥିଲା । ଫଳରେ ଘଟଣା ସ୍ଥଳରେ ସଚିନଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ପୁତୁରା ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକ ସେମାନଙ୍କ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.