ETV Bharat / state

ସଡ଼କ ଦୁର୍ଘଟଣାରେ କାର୍ଯ୍ୟରତ ଦୁଇ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ

ଅନୁଗୋଳରେ କାର୍ଯ୍ୟରତ ଦୁଇ ବିଦ୍ୟୁତ କର୍ମଚାରୀଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ସେ କୌଣସି କାମରେ ଯାଉଥିବାବେଳେ ଏକ ଟ୍ରକ ତାଙ୍କ ମଟର ସାଇକେଲକୁ ଧକ୍କା ଦେଇଥିଲା । ଅଧିକ ପଢନ୍ତୁ

author img

By

Published : Jan 27, 2022, 3:56 PM IST

ROAD ACCIDENT: ସଡ଼କ ଦୁର୍ଘଟଣାରେ କାର୍ଯ୍ୟରତ ଦୁଇ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ

ଅନୁଗୋଳ: ସଡ଼କ ଦୁର୍ଘଟଣାରେ କାର୍ଯ୍ୟରତ ଦୁଇ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ । ଅନୁଗୋଳରେ କାର୍ଯ୍ୟରତ ଦୁଇ ବିଦ୍ୟୁତ କର୍ମଚାରୀ ସନ୍ତୋଷ କୁମାର ସାହୁ ଓ ପବିତ୍ର ବେହେରାଙ୍କ ମୃତ୍ୟୁ ଘଟିଛି । ଦୁହେଁ ଟାଟା ପାୱାରର ସବ ଲେଟ କମ୍ପାନୀ ଶ୍ୟାମ ପାୱାରରେ ଚାକିରୀ କରିଥିଲେ ।

କୌଣସି ଉପଭୋକ୍ତାଙ୍କ ଘରେ ମିଟର ଲଗାଇବାକୁ ଯାଉଥିବାବେଳେ ୫୫ନମ୍ବର ଜାତୀୟ ରାଜପଥର ମୂଷାପାପୁଲି ନିକଟରେ ହଠାତ ସେମାନଙ୍କ ଉପରେ ଟ୍ରକଟି ମାଡି ଯାଇଥିଲା । ମୁଣ୍ଡରେ ଶକ୍ତ ଆଘାତ ଲାଗିବା ଫଳରେ ଘଟଣାସ୍ଥଳରେ ହିଁ ଦୁଇ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ।

ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ମୃତକଙ୍କ ପରିବାରକୁ କ୍ଷତିପୂରଣ ପାଇଁ ସେମାନଙ୍କ ସମ୍ପର୍କୀୟ ଓ ଅନ୍ୟ କର୍ମଚାରୀମାନେ ମୃତଦେହକୁ ଅଟକ ରଖିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.