ETV Bharat / state

ଅଲୋଡା ଶିଶୁକନ୍ୟା, କେନାଲରୁ ନବଜାତର ମୃତଦେହ ଉଦ୍ଧାର

author img

By

Published : Aug 9, 2019, 4:49 PM IST

ଅନୁଗୋଳ ଜିଲ୍ଲା ନାଲକୋ ଅଞ୍ଚଳର ଟାଉନ୍ସିପ ଦେଇଯାଇଥିବା ଜଳସେଚନ ବିଭାଗ କେନାଲରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟାର ମୃତଦେହ । ଖବର ପାଇ ପୋଲିସର ତଦନ୍ତ ଜାରି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ପୁଣି ଅଲୋଡା ଶିଶୁ କନ୍ୟା । କେନାଲ ଭିତରୁ ଉଦ୍ଧାର ହେଲା ଏକ ନବଜାତ ଶିଶୁକନ୍ୟାର ମୃତଦେହ । ଏପରି ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ନାଲକୋ ଅଞ୍ଚଳର ଟାଉନ୍ସିପ ଦେଇଯାଇଥିବା ଜଳସେଚନ ବିଭାଗ କେନାଲରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

କେନାଲରେ ଶିଶୁଟି ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶିଶୁର ମୃତଦେହ ଉଦ୍ଧାର କରିଛି । ଉଦ୍ଧାର ପରେ ନବଜାତ ଶିଶୁ କନ୍ୟା ବୋଲି ଜଣାପଡିଥିଲା । ତେବେ ଏହି ନବଜାତକ ଶିଶୁକନ୍ୟାକୁ କିଏ ଓ କାହିଁକି ଏଭଳି ଫୋପାଡ଼ି ଦେଇଛି ତାହା ଜଣାପଡ଼ିନାହିଁ । ଘଟଣା ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।

ଅନୁଗୋଳକୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଅଲୋଡା ଶିଶୁ କନ୍ୟା । କେନାଲ ରୁ ମିଲଲା ମୃତ ଦେହ . ପୋଲିସ ର ତଦନ୍ତ ଆରମ୍ଭ ।Body:ଅନୁଗୋଳ ରେ ଅଲୋଡା ଶିଶୁ କନ୍ୟା । କେହି ଏକ ନବଜାତ ଶିଶୁ କନ୍ୟା କୁ କେନାଲରେ ଭିଙ୍ଗି ଦେଇଥିବା ଦେଖିବାକୁ ମିଳିଛି । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଜିଲ୍ଲାର ନାଲକୋ ଥାନା ଅଞ୍ଚଳ ରେ । ନାଲକୋ ଟାଉନ୍ସିପି ଦେଇ ଯାଇଥିବା ଜଳସେଚନ ବିଭଗ ର କେନାଲରେ ଏହି ଶିଶୁ କନ୍ୟା ର ମୃତଦେହ ଭାସୁଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ଏନେଇ ଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ ପହଞ୍ଚି କେନାଲରୁ ମୃତଦେହ ଉଦ୍ଧାର କରିବା ପରେ ଶିଶୁକନ୍ୟା ବୋଲି ଜଣା ପଡ଼ିଥିଲା । ତେବେ ଏହି ନବଜାତକ ଶିଶୁକନ୍ୟାକୁ କିଏ ଓ କାହିଁକି ଏଭଳି ଫୋପାଡ଼ି ଦେଇଛି ତାହା ଜଣ ପଡ଼ିନାହିଁ ।Conclusion:ଘଟଣା ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.