ETV Bharat / state

46 ତମ ଜୁନିୟର କବାଡିରେ କଟକ ଓ ଖୋର୍ଦ୍ଧା ଚମ୍ପିୟାନ - ଅନୁଗୋଳ ଖବର

ଶେଷ ହେଲା ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗୀତା । ଏହି ପ୍ରତିଯୋଗୀତାର ବାଳକରେ କଟକ ଓ ବାଳିକାରେ ଖୋର୍ଦ୍ଧା ଚମ୍ପିୟାନ ହୋଇଛି । ଅଧିକ ଖବର ପଢନ୍ତୁ...

46 ତମ ଜୁନିୟର କବାଡିରେ କଟକ ଓ ଖୋର୍ଦ୍ଧା ଚମ୍ପିଆନ

author img

By

Published : Dec 15, 2019, 3:08 PM IST

ଅନୁଗୋଳ: ଜିଲ୍ଲାରେ ଚାଲିଥିବା ରାଜ୍ୟସ୍ତରୀୟ 46 ତମ ଜୁନିୟର କବାଡି ଚମ୍ପିୟାନସିପ ଶେଷ ହୋଇଛି । ଏହି ପ୍ରତିଯୋଗୀତାର ବାଳକରେ କଟକ ଓ ବାଳିକାରେ ଖୋର୍ଦ୍ଧା ଚମ୍ପିୟାନ ।

46 ତମ ଜୁନିୟର କବାଡିରେ କଟକ ଓ ଖୋର୍ଦ୍ଧା ଚମ୍ପିଆନ

ଜିଲ୍ଲାର ତାଳଚେରରେ ଥିବା ଟିଟିପିଏସ ଶକ୍ତି ଷ୍ଟାଡିୟମରେ ଏହି ରାଜ୍ୟସ୍ତରୀୟ ମ୍ୟାଚ ଚାଲିଥିଲା । ହୋଇଥିବା ପ୍ରତିଯୋଗୀତାର ଫାଇନାଲ ମ୍ୟାଚର ବାଳକ ବିଭାଗରେ କଟକ ଟିମ ୪୬-୩୧ ରେ ଜଗତସିଂହପୁରକୁ ହରାଇ ଚମ୍ପିଆନ ହୋଇଛି । ସେହିପରି ବାଳିକା ବିଭାଗରେ ଖୋର୍ଦ୍ଧା ଟିମ କିଟ୍ ଭୁବନେଶ୍ବରକୁ ୩୯-୨୫ରେ ହରାଇ ଏଥରର ଚମ୍ପିଆନ ହୋଇଛି । ଏହି ରାଜ୍ୟସ୍ତରୀୟ ଚମ୍ପିଆନସିପରେ ୨୫ ଟି ବାଳକ ଟିମ ସହ ୧୭ ଟି ବାଳିକା ଟିମ ଭାଗ ନେଇଥିଲେ ।

ନକ ଆଉଟ ପର୍ଯ୍ୟାୟରେ ସମସ୍ତ ମ୍ୟାଚ ଖେଳ ହୋଇଥିଲା । ଉଦଯାପନୀ ଉତ୍ସବରେ ଅନୁଗୋଳ ଅତିରିକ୍ତ ଏସପି ଯଦନାଥ ହାଁସଦା ମୁଖ୍ୟ ଅତିଥି ଓ ତାଳଚେର ଥରମାଲ ପାୱାର ଷ୍ଟେସନ ମହାପ୍ରବନ୍ଧ ଡ. ଏନ ତିୱାରୀ ଅତିଥି ଭାବେ ଯୋଗ ଦେଇ ଚମ୍ପିଆନ ଓ ରନର୍ସ ଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଶେଷ ହେଲା ରାଜ୍ୟସ୍ତରୀୟ କବାଡି ବାଳକ ରେ କଟକ ଓ ବାଳିକା ରେ ଖୋର୍ଦ୍ଧା ଚମ୍ପିୟାନ ।Body:ଅନୁଗୋଳ ରେ ଚାଲିଥିବା ରାଜ୍ୟସ୍ତରୀୟ46 ତମ ଜୁନିୟର କବାଡି ଚମ୍ପିୟାନ ସିପି ଶେଷ ହୋଇଛି । ଜିଲାର ତଳଚେର ରେ ଥିବା TTPS ଶକ୍ତି ଷ୍ଟାଡିୟମରେ ରେ ଏହି ରାଜ୍ୟସ୍ତରୀୟ ମ୍ୟାଚ ଚାଲିଥିଲା । ହୋଇଥିବା ପ୍ରତିଯୋଗିତାର ଫାଇନାଲ ମ୍ୟାଚ ର ବାଳକ ବିଭଗ ରେ କଟକ ଟିମ ୪୬-୩୧ ରେ ଜଗସିଂପୁର କୁ ହରାଇ ଚମ୍ପିୟାନ ହୋଇଛି । ସେହିପରି ବାଳିକା ବିଭାଗରେ ଖୋର୍ଦ୍ଧା ଟିମ କୀଟ ଭୁବନେଶ୍ୱର ୩୯-୨୫ରେ ହରାଇ ଏଥର ର ଚମ୍ପିୟାନ ହୋଇଛି । ଏହି ରାଜ୍ୟସ୍ତରୀୟ ଚମ୍ପିୟାନ ସିପି ରେ ୨୫ ଟି ବାଳକ ଦଳ ସହ ୧୭ ଟି ବାଳିକା ଦଳ ଭାଗ ନେଇଥିଲେ । ନକ ଆଉଅଟ ପର୍ଯ୍ୟା ରେ ସମସ୍ଥ ମ୍ୟାଚ ଖେଳ ହୋଇଥିଲେ । Conclusion:ଉଦ୍ଜାପନୀ ଉତ୍ସବରେ ଅନୁଗୋଳ ଅତିରିକ୍ତ ଏସ ପି ଯଦ ନାଥ ହାଁସଦା ମୁଖ୍ୟ ଅତିଥି ଓ ତାଳଚେର ଥରମାଲ ପାୱାର ଷ୍ଟେସନ ମହାପ୍ରବନ୍ଧ ଡି ଏନ ତିୱାରି ଅତିଥିଭାବେ ଯୋଗ ଦେଇ ଚମ୍ପିୟାନ ଓ ରନର୍ସ ଅପ ଦଳ କୁ ଟ୍ରଫି ପ୍ରଦାନ କରିଥିଲେ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.