ETV Bharat / state

ଡ଼ିଫେନ୍ସ ହେଲିକପ୍ଟର ଉଡାଣ ଟ୍ରେନିଂରେ ପ୍ରଥମ ହେଲେ ଓଡିଆ ପୁଅ Lt ସତୀଶରାଜ ପ୍ରଧାନ - ହେଲିକପ୍ଟର କନଭର୍ସନ କୋର୍ସ

ଚେନ୍ନାଇରେ ଭାରତୀୟ ନୌସେନା ଏୟାର ଷ୍ଟେସନରେ ଥିବା ୯୯ ହେଲିକପ୍ଟର କନଭର୍ସନ କୋର୍ସ (Helicopter Conversion Course)ର ପ୍ରଥମ ବ୍ୟାଚରେ ୯ ଜଣ ଭାରତୀୟ ନୌସେନା ଅଧିକାରୀ ସ୍ନାତକ ହାସଲ କରିଛନ୍ତି । ଏମାନଙ୍କ ମଧ୍ୟରେ ପ୍ରଥମରେ ରହିଛନ୍ତି ଅନୁଗୋଳର ସତୀଶରାଜ ପ୍ରଧାନ । ଅଧିକ ପଢ଼ନ୍ତୁ

ଡ଼ିଫେନ୍ସ ହେଲିକ୍ୟାପ୍ଟର ଉଡାଣ ଟ୍ରେନିଂରେ ପ୍ରଥମ ହେଲେ ଓଡିଆ ପୁଅ Lt ସତୀଶରାଜ ପ୍ରଧାନ

author img

By

Published : Dec 11, 2022, 10:34 AM IST

ଅନୁଗୋଳ: ରାଜ୍ୟର ନାଁ ରଖିଲେ ଅନୁଗୋଳର ପୁଅ Lt ସତୀଶରାଜ ପ୍ରଧାନ । ଚେନ୍ନାଇରେ ଭାରତୀୟ ନୌସେନା ଏୟାର ଷ୍ଟେସନରେ ଥିବା ୯୯ ହେଲିକପ୍ଟର କନଭର୍ସନ କୋର୍ସ (Helicopter Conversion Course)ର ପ୍ରଥମ ବ୍ୟାଚରେ ୯ ଜଣ ଭାରତୀୟ ନୌସେନା ଅଧିକାରୀ ସ୍ନାତକ ହାସଲ କରିଛନ୍ତି । ଏମାନଙ୍କ ମଧ୍ୟରେ ପ୍ରଥମରେ ରହିଛନ୍ତି ଅନୁଗୋଳର ସତୀଶରାଜ ପ୍ରଧାନ ।

ଡ଼ିଫେନ୍ସ ହେଲିକ୍ୟାପ୍ଟର ଉଡାଣ ଟ୍ରେନି ରେ ପ୍ରଥମ ହେଲେ ଓଡିଆ ପୁଅ LT ସତୀଶରାଜ ପ୍ରଧାନ

ଶୁକ୍ରବାର ଅନୁଷ୍ଠିତ ହୋଇଥିବା ପାସିଂ ଆଉଟ ପ୍ୟାରେଡ୍ ସମୟରେ ରିୟର ଆଡମିରାଲ୍ ବିକ୍ରମ ମେନନ୍, ଫ୍ଲାଗ୍ ଅଫିସର ନାଭାଲ୍ ଆଭିଏସନ୍ ଏବଂ ଫ୍ଲାଗ୍ ଅଫିସର କମାଣ୍ଡିଂ ଗୋଆ ନାଭାଲ୍ ଏରିଆ ଅଧିକାରୀ ମାନଙ୍କୁ ସମ୍ମାନଜନକ ୱିଙ୍ଗ୍ସ ପ୍ରଦାନ କରିଥିଲେ । ଏହି ଅଧିକାରୀମାନେ ଭାରତୀୟ ନାଭାଲ୍ ସ୍କୁଆଡ୍ରୋନ ୫୬୧ରେ ୨୨ ସପ୍ତାହ ଧରି କଠୋର ଫ୍ଲାଇଙ୍ଗ୍ ଏବଂ ଗ୍ରାଉଣ୍ଡ ଟ୍ରେନିଂ ନେଇଥିଲେ । ନୂତନ ଯୋଗ୍ୟ ପାଇଲଟମାନଙ୍କୁ ବିଭିନ୍ନ ୟୁନିଟରେ ନିଯୁକ୍ତ କରାଯିବ । ଯେପରିକି ରେକଗ୍‌ନାନ୍ସ, ସିସିଟିଭି, କାଜୁଆଲିଟି ଏଭ୍ୟୁକେସନ୍ ଏବଂ ଡକାୟତି ବିରୋଧୀ ପାଟ୍ରୋଲିଂ ଆଦିରେ ଏମାନଙ୍କୁ ନିଯୁକ୍ତ କରାଯିବ ।

ପ୍ରଥମ ପର୍ଯ୍ୟାୟ ତାଲିମକୁ ସଫଳତାର ସହ ସମାପ୍ତ କରିଥିବା ଅଧିକାରୀମାନେ ଦ୍ବିତୀୟ ପର୍ଯ୍ୟାୟ ତାଲିମ ପାଇଁ ସ୍କୁଆଡ୍ରୋନ ରହିବେ । ଫ୍ଲାଇଙ୍ଗ୍ ଅଫିସର କମାଣ୍ଡିଂ ମୁଖ୍ୟ, ଇଷ୍ଟର୍ନ ନାଭାଲ୍ କମାଣ୍ଡ ରୋଲିଂ ଟ୍ରଫିରେ ଟ୍ରେନିଂ ପାଇଲଟଙ୍କ ପାଇଁ ପ୍ରଥମ କ୍ରମରେ ଉଡ଼ାଣରେ ଯୋଗ୍ୟତା ଅର୍ଜନ କରି Lt ସତୀଶରାଜ ପ୍ରଧାନଙ୍କୁ ପ୍ରଦାନ କରାଯାଇଥିଲା । Lt ସତୀଶରାଜ ପ୍ରଧାନଙ୍କ ଘର ଅନୁଗୋଳ ସହରର ହେମସୁରପଡାରେ । ମତାମୟୀ ପ୍ରଧାନ ଓ ଚିତ୍ତ ରଞ୍ଜନ ପ୍ରଧାନଙ୍କ ପୁଅ ହେଉଛନ୍ତି ସତୀଶରାଜ୍ । ଏବେ ସେ ଭାରତୀୟ ନୌସେନାରେ ଜଣେ ଯୁବ ଲେଫ୍ଟନାଣ୍ଟ ଭାବେ କାର୍ଯ୍ୟରତ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.