ETV Bharat / state

ବେଆଇନ ଦେଶୀ ମଦ କାରଖାନାରେ ଅବକାରୀ ଚଢ଼ାଉ

ଅନୁଗୋଳ ଜିଲ୍ଲା ତାଳଚେର ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଦେଶୀ ରନ୍ଧା ମଦ ନଷ୍ଟ l ବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନ । ଅଧିକ ପଢନ୍ତୁ...

illegal wine sized in Anugul
ବେଆଇନ ଦେଶୀ ମଦ କାରଖାନାରେ ଅବକାରୀ ଚଢ଼ାଉ
author img

By

Published : Oct 16, 2020, 7:16 PM IST

ଅନୁଗୋଳ: ବେଆଇନ ଦେଶୀ ମଦ କାରଖାନାରେ ଅବକାରୀ ଚଢ଼ାଉ । ବିପୁଳ ପରିମାଣର ଦେଶୀ ମଦ ନଷ୍ଟ କରିଥିବାବେଳେ କାହାରିକୁ ଗିରଫ କରିନାହିଁ ବିଭାଗ । ବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନ ।

ବେଆଇନ ଦେଶୀ ମଦ କାରଖାନାରେ ଅବକାରୀ ଚଢ଼ାଉ

ଅନୁଗୋଳ ଜିଲ୍ଲା ତାଳଚେର ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଦେଶୀ ରନ୍ଧା ମଦ ନଷ୍ଟ l ତାଳଚେର ଅବକାରୀ ବିଭାଗ ପକ୍ଷରୁ ରେଙ୍ଗାଳି ଥାନା ଅନ୍ତର୍ଗତ ନିଆଳୁ ଗ୍ରାମ ନିକଟସ୍ଥ ଜଙ୍ଗଲ ମଧ୍ୟରେ ଚାଲିଥିବା ଏକ ଦେଶୀ ରନ୍ଧା ମଦ କାରଖାନା ଉପରେ ଚଢ଼ାଉ କରାଯାଇ 4 ହଜାର ଲିଟର ମହୁଲ ପୋଚ,140 ଲିଟର ଦେଶୀ ରନ୍ଧା ମଦ ଘଟଣାସ୍ଥଳରେ ନଷ୍ଟ କରାଯାଇଛି l

ଏ ସଂକ୍ରାନ୍ତରେ କାହାରିକୁ ଗିରଫ କରାଯାଇ ପାରିନାହିଁ l ଅବକାରୀ ଅଧିକ୍ଷକ କ୍ରିଷ୍ନା ନାୟକଙ୍କ ନିର୍ଦ୍ଦେଶକ୍ରମେ ତାଳଚେର ଉପଅଧିକ୍ଷକ ପ୍ରଭାସ ଚୌଧୁରୀଙ୍କ ନେତୃତ୍ୱରେ ଏକ ଟିମ ଏହି ଚଢ଼ାଉରେ ସାମିଲ ହୋଇଥିଲେ l

ତେବେ ଘଟଣାସ୍ଥଳରୁ କାହାରିକୁ ଗିରଫ ନ କରିପାରିବା ବିଭଗର ଅପାରଗତାକୁ ପଦାରେ ପକାଉଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.