ETV Bharat / state

ଢେଙ୍କାନାଳରେ କ୍ରୋମାଇଟ ଚୋରା ଚାଲାଣ, 3 ଟ୍ରକ ଜବତ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ନୂଆ ନୀଳକଣ୍ଠପୁର ପ୍ରାଥମିକ ବିଦ୍ୟାଳୟ ନିକଟରୁ ଦୁଇଟି ଟ୍ରକ ଚୋରା କ୍ରୋମାଇଟ ଟ୍ରକ ଜବତ କରିଛି ଭୁବନ ପୋଲିସ।

author img

By

Published : Aug 14, 2019, 3:56 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ନୂଆ ନୀଳକଣ୍ଠପୁର ପ୍ରାଥମିକ ବିଦ୍ୟାଳୟ ନିକଟରୁ ଦୁଇଟି ଟ୍ରକ ଚୋରା କ୍ରୋମାଇଟ ଟ୍ରକ ଜବତ କରିଛି ଭୁବନ ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ଭୁବନ ପୋଲିସ ଘଟଣାସ୍ଥଳରେ ଚଢାଉ କରିଥିଲା। ଚଢାଉ ସମୟରେ ଗୋଟିଏ ଟ୍ରକ ଅନଲୋଡ ହେଉଥିବା ବେଳେ ଅନ୍ୟଟି ସେଠାରେ ଅନଲୋଡ ପାଇଁ ଠିଆ ହୋଇ ରହିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ତେବେ ପୋଲିସକୁ ଦେଖି ଡ୍ରାଇଭର ଓ ଲେବର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସୂଚନା ଅନୁଯାୟୀ ମଙ୍ଗଳବାର ସୁକିନ୍ଦା ଖଣି ଅଞ୍ଚଳରୁ 3ଟି କ୍ରୋମାଇଟ ବୋଝେଇ ଟ୍ରକ ଅନନ୍ତପୁର ଛକ ଦେଇ ଏକତାଳୀ ପଞ୍ଚାୟତ ନୂଆ ନିଳକଣ୍ଠପୁର ପ୍ରାଥମିକ ବିଦ୍ୟାଳୟ ନିକଟରେ ପହଞ୍ଚିଥିଲା । ସେଠାରେ ଥିବା ଜଙ୍ଗଲରେ ଟ୍ରକଟି ଅନଲୋଡ କରୁଥିବା ବେଳେ ଭୁବନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚଢାଉ କରିଥିଲା ।

ଚଢାଉ ସମୟରେ ଗୋଟିଏ ଟ୍ରକ ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଥିବା ବେଳେ ଦୁଇଟି ଟ୍ରକ ଜବତ ହୋଇଥିଲା। ତେବେ ଟ୍ରକକୁ ଭୁବନ ଥାନାରେ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:କ୍ରୋମାଇଟ ଚୋରା ଚାଲାଣ ବେଳେ ଧରିଲା ପୋଲିସ ।Body:ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ନୁଆ ନୀଳକଣ୍ଠପୁର ପ୍ରାଥମିକ ବିଦ୍ୟାଳୟ ନିକଟରୁ ଦୁଇଟି ଚୋରା କ୍ରୋମାଇଟ ଟ୍ରକ ଜବତ। ବିଶେଷ ସୂତ୍ରରୁ ଖବର ପାଇ ଭୁବନ ପୁଲିସ ଘଟଣାସ୍ଥଳରେ ଚଢଉ କରିଥିଲେ । ଗୋଟିଏ ଟ୍ରକ ଅଲୋଡ ହେଉଥିବା ବେଳେ ଅନ୍ୟଟି ସମ୍ପର୍ଣ୍ଣ ଠିଆ ହୋଇଥିଲା । ପୁଲିସକୁ ଦେଖି ଡ୍ରାଇଭର ଓ ଲେବର ଘଟଣାସ୍ଥଳରୁ ଫେରାର ହୋଇଥିଲେ। ସୁଚନା ଥାଉ କି ଆଜି ସୁକିନ୍ଦା ଖଣୀ ଅଞ୍ଚଳରୁ ତିନୋଟି କ୍ରୋମାଇଟ ବୋଝେଇ ଟ୍ରକ ଅନନ୍ତପୁର ଛକ ଦେଇ ଏକତାଳୀ ପଞ୍ଚାୟତ ନୟା ନିଳକଣ୍ଠପୁର ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ଜଙ୍ଗଲରେ ଅଲୋଡ କରୁଥିବାବେଳେ ଭୁବନ ପୁଲିସ ଚଢାଉ କରିଥିଲା । ଗୋଟିଏ ଟ୍ରକ ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଥିବା ସ୍ଥଳେ ଦୁଇଟି ଟ୍ରକ ଜବତ ହୋଇଥିଲା। ଟ୍ରକକୁ ଭୁବନ ଥାନାରେ ଅଟକ ରଖି ଅଧିକ ଛାନଭିନ୍ କରୁଛି।Conclusion:ଗୋଟିଏ ଟ୍ରକ ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଥିବା ସ୍ଥଳେ ଦୁଇଟି ଟ୍ରକ ଜବତ ହୋଇଥିଲା। ଟ୍ରକକୁ ଭୁବନ ଥାନାରେ ଅଟକ ରଖି ଅଧିକ ଛାନଭିନ୍ କରୁଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.