ETV Bharat / state

ହିଙ୍ଗୁଳା ମନ୍ଦିରରେ ଲହଡି ଭାଙ୍ଗୁଛି ବର୍ଷାଜଳ

author img

By

Published : Aug 19, 2020, 6:37 PM IST

ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୁପା ମା ହିଙ୍ଗୁଳା ମନ୍ଦିର ଜଳବନ୍ଦୀ ହୋଇପଡିଛି । ଲଗାଣ ବର୍ଷା ଯୋଗୁଁ ମନ୍ଦିର ପରିସରରେ ଲହଡି ଭାଙ୍ଗୁଛି ବର୍ଷାପାଣି ।

ହିଙ୍ଗୁଳା ମନ୍ଦିରରେ ଲହଡି ଭାଙ୍ଗୁଛି ବର୍ଷାଜଳ
ହିଙ୍ଗୁଳା ମନ୍ଦିରରେ ଲହଡି ଭାଙ୍ଗୁଛି ବର୍ଷାଜଳ

ଅନୁଗୋଳ: ପ୍ରବଳ ବର୍ଷା ଯୋଗୁଁ ଅନୁଗୋଳ ଜିଲ୍ଲା ତାଳଚେରରେ ବନ୍ୟା ପରିସ୍ଥିତି ଉପୁଜିଛି । ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୁପା ମା ହିଙ୍ଗୁଳାଙ୍କ ମନ୍ଦିର ଜଳବନ୍ଦୀ ହୋଇପଡିଛି । ଲଗାଣ ବର୍ଷା ଯୋଗୁଁ ମନ୍ଦିର ପରିସରରେ ଲହଡି ଭାଙ୍ଗୁଛି ବର୍ଷାପାଣି ।

ହିଙ୍ଗୁଳା ମନ୍ଦିରରେ ଲହଡି ଭାଙ୍ଗୁଛି ବର୍ଷାଜଳ

ଗତକାଲି ଠାରୁ ଆରମ୍ଭ ହୋଇଥିବା ଲଗାଣ ବର୍ଷା ଯୋଗୁଁ ମନ୍ଦିରରେ ପାଣି ପଶିଯାଇଛି । ମାଙ୍କ ମୁଖ୍ୟ ମନ୍ଦିର ପାଣି ଘେରରେ ରହିଛି । ମନ୍ଦିରଟି ଖାଲ ସ୍ଥାନରେ ଥିବାରୁ ଅଧିକ ମାତ୍ରାରେ ପାଣି ଜମି ରହୁଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.