ETV Bharat / state

ବିଜେପିର ଗାନ୍ଧୀ ସଂକଳ୍ପ ପଦଯାତ୍ରା, ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

author img

By

Published : Oct 19, 2019, 12:06 PM IST

ଅନୁଗୋଳରେ ବିଜେପି ପକ୍ଷରୁ ଆୟୋଜିତ ହୋଇଯାଇଛି ଗାନ୍ଧୀ ସଂକଳ୍ପ ପଦଯାତ୍ରା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମରେ ଯୋଗଦେଇ ପଦଯାତ୍ରାକୁ ଶୁଭାରମ୍ଭ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ମହାତ୍ମା ଗାନ୍ଧୀଙ୍କ 150ତମ ଜନ୍ମ ବାର୍ଷିକୀ ଅବସରରେ ବିଜେପିର ଗାନ୍ଧୀ ସଂକଳ୍ପ ପଦଯାତ୍ରା । କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମରେ ଯୋଗଦେଇ ପଦଯାତ୍ରା କରିଛନ୍ତି ।

ନିଜ ଦଳର ନେତା ଓ ସମର୍ଥକଙ୍କ ଗହଣରେ ଧର୍ମେନ୍ଦ୍ର ଏହି ପଦ ଯାତ୍ରା କରୁଛନ୍ତି । ଅନୁଗୋଳ ନିର୍ବାଚନ ମଣ୍ଡଳୀର ବନ୍ତଳା ଧୋକୁଟା ଶିବ ମନ୍ଦିର ଠାରୁ ଆରମ୍ଭ ହୋଇଛି ଏହି ପଦ ଯାତ୍ରା । ମନ୍ତ୍ରୀ ପ୍ରଥମେ ଧୋକୁଟା ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ।

ବିଜେପିର ଗାନ୍ଧୀ ସଂକଳ୍ପ ପଦଯାତ୍ରା, ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ବାଦ୍ୟ, ସଂକୀର୍ତ୍ତନ, ଦଣ୍ଡନୃତ୍ୟ ମଧ୍ୟ ମାଧ୍ୟମରେ ପଦଯାତ୍ରା ଜାରି ରହିଛି । ଏହି ପଦଯାତ୍ରା ପୋକଟୁଙ୍ଗା ଗାଁ ଦେଇ ସଂଖପୁର ଠାରେ ପହଞ୍ଚିବ। ହଜାର ହଜାର ସଂଖ୍ୟାରେ ଦଳୀୟ କର୍ମୀ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ସେହିପରି ବିଜେପି ନେତା ତଥା ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି ମଧ୍ୟ ପଦଯାତ୍ରାରେ ସାମିଲ ହୋଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଅନୁଗୋଳ ରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ପଦ ଯାତ୍ରା । ମହାତ୍ମା ଗାନ୍ଧୀଙ୍କ 150 ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଗାନ୍ଧୀ ସଂକଳ୍ପ ପଦ ଯାତ୍ରା କରୁଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। Body:ଅନୁଗୋଳ ରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ପଦ ଯାତ୍ରା । ମହାତ୍ମା ଗାନ୍ଧୀଙ୍କ 150 ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଗାନ୍ଧୀ ସଂକଳ୍ପ ପଦ ଯାତ୍ରା କରୁଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନିଜ ଦଳର ନେତା ଓ ସମର୍ଥକ ମାନଙ୍କ ଗହଣ ରେ ଧର୍ମେଦ୍ର ଏହି ପଦ ଯାତ୍ରା କରୁଛନ୍ତି । ଜିଲା ଅନୁଗୋଳ ନିର୍ବାଚନ ମଣ୍ଡଳୀ ର ବନ୍ତଳା ଧୋକୁଟା ଶିବ ମନ୍ଦିର ନିକଟରୁ ଏହି ଯାତ୍ରା ଆରମ୍ଭ ହୋଇଛି ।ଧର୍ମେନ୍ଦ୍ର ପ୍ରଧାନ ଧକୁଟା ଶିବ ମନ୍ଦିରରେ ପୂଜାର୍ଚନା କରି ପଦ ଯାତ୍ରା ଆରମ୍ଭ କରିଛନ୍ତି। ସେ ପୋକଟୁଙ୍ଗା ଗାଁ ଦେଇ ସଂଖପୁର ଠାରେ ପହଞ୍ଚିବେ। ହଜାର ହଜାର ସଂଖ୍ୟାରେ କର୍ମୀ ତାଙ୍କ ସହ ଅଛନ୍ତି। ବାଜା ବାଜଣା, ସଂକୀର୍ତ୍ତନ, ଦଣ୍ଡନୃତ୍ୟରେ ଗମଦଣ୍ଡ କମ୍ପୁଛି। ବହୁ ବାରିସ୍ଥବିଜେପି ନେତା ଯୋଗ ଦେଇଛନ୍ତି।
Byte - ଧର୍ମେଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ
Conclusion: ହଜାର ସଂଖ୍ୟାରେ କର୍ମୀ ତାଙ୍କ ସହ ଅଛନ୍ତି। ବାଜା ବାଜଣା, ସଂକୀର୍ତ୍ତନ, ଦଣ୍ଡନୃତ୍ୟରେ ଗମଦଣ୍ଡ କମ୍ପୁଛି। ବହୁ ବାରିସ୍ଥବିଜେପି ନେତା ଯୋଗ ଦେଇଛନ୍ତି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.