ETV Bharat / state

ବିଜେପିର ଗାନ୍ଧୀ ସଙ୍କଳ୍ପ ଯାତ୍ରା ଆରମ୍ଭ

ଅନୁଗୁଳ ଜିଲ୍ଲାରେ ତାଳଚେର ବିଜେପି 150 ତମ ଗାନ୍ଧୀ ଜୟନ୍ତୀକୁ ଗାନ୍ଧୀ ସଂକଳ୍ପ ଯାତ୍ରା ଭାବରେ ପାଳନ କରିଛି । ଏହି ଅବସରରେ ଲୋକଙ୍କୁ ସ୍ବଚ୍ଛତା, ସିଙ୍ଗଲ ୟୁଜ ପ୍ଲାଷ୍ଟିକ, ନିଶାନିବାରଣ ବୁଝାଇବା ସହ ପ୍ରଚାରପତ୍ର ବାଣ୍ଟି ସଚେତନ କରିଛି ବିଜେପି ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ଅନୁଗୁଳ
author img

By

Published : Oct 2, 2019, 11:43 PM IST

ଅନୁଗୁଳ : ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ ଅବସରରେ ତାଳଚେର ବିଜେପି ପାଳିଛି ସଂକଳ୍ପ ଯାତ୍ରା । ଢେଙ୍କାନାଳ ସଂସଦୀୟ କ୍ଷେତ୍ର ତଥା ତାଳଚେର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଟାଉନ ପ୍ରଥମଗେଟ ଠାରୁ ବିଜେପିର ଗାନ୍ଧୀ ସଙ୍କଳ୍ପ ପଦଯାତ୍ରା ଆରମ୍ଭ ହୋଇଯାଇଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ଅନୁଗୁଳ

ରାଜ୍ୟ ବିଜେପି ସମ୍ପାଦକ କାଳନ୍ଦି ସାମଲଙ୍କ ନେତୃତ୍ବରେ ଦଳୀୟ କାର୍ଯ୍ୟକର୍ତ୍ତା ମାନେ ସର୍ବପ୍ରଥମେ ଫାଷ୍ଟଗେଟସ୍ଥିତ ଗାନ୍ଧୀମୂର୍ତ୍ତିଙ୍କ ଉପରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଜଣାଇ ଏହି ପଦଯାତ୍ରା ଆରମ୍ଭ କରିଛନ୍ତି l ପ୍ରଥମ ଦିନରେ ତାଳଚେର ପୌରାଞ୍ଚଳର ମୋଟ ୨୧ ଟି ୱାର୍ଡ଼ ମଧ୍ୟରୁ ୧୩ ୱାର୍ଡ଼ରେ ଶ୍ରୀ ସାମଲ ଓ ଅନ୍ୟମାନେ ପଦଯାତ୍ରା କରିଛନ୍ତି । ଏହି ଅବସରରେ ଗାନ୍ଧୀଙ୍କ ସ୍ବଦେଶୀ, ସ୍ବଚ୍ଛତା, ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବର୍ଜନ,ଜଳ ସଂରକ୍ଷଣ,ନିଶା ନିବାରଣ, ସ୍ବାବଲମ୍ବୀ,ସରଳ ଜୀବନ ଯାପନ ଉପରେ ଲୋକଙ୍କୁ ବୁଝାଇବା ସହ ପ୍ରଚାରପତ୍ର ବାଣ୍ଟି ସଚେତନ କରିଛନ୍ତି l ଏହି ସଂକଳ୍ପ ଯାତ୍ରା ଅବସରରେ ତାଳଚେର ବଜେପିର ଅନେକ ନେତା ଓ କର୍ମୀ ସାମିଲ ହୋଇଛନ୍ତି ।

ଅନୁଗୁଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଅନୁଗୋଳ ଜିଲା ତାଳଚେର ରେ ବଜେପି ର ଗାନ୍ଧୀ ସଂକଳ୍ପ ଯାତ୍ରାଢେଙ୍କାନାଳ ସଂସଦୀୟ କ୍ଷେତ୍ର ତଥା ତାଳଚେର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଟାଉନ ଫାଷ୍ଟଗେଟଠାରୁ ବିଜେପିର ଗାନ୍ଧୀ ସଙ୍କଳ୍ପ ପଦଯାତ୍ରା ଆରମ୍ଭ କରିଛିBody:l ରାଜ୍ୟ ବିଜେପି ସମ୍ପାଦକ କାଳନ୍ଦି ସାମଲଙ୍କ ନେତୃତ୍ୱରେ ଦଳୀୟ କାର୍ଯ୍ୟକର୍ତ୍ତା ମାନେ ସର୍ବପ୍ରଥମେ ଫାଷ୍ଟଗେଟସ୍ଥିତ ଗାନ୍ଧୀମୂର୍ତ୍ତିଙ୍କ ଉପରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଜଣାଇ ଏହି ପଦଯାତ୍ରା ଆରମ୍ଭ କରିଥିଲେ l ଏହି ଅବସରରେ ଆଜି ପ୍ରଥମ ଦିନରେ ତାଳଚେର ପୌରାଞ୍ଚଳର ମୋଟ ୨୧ ଟି ୱାର୍ଡ଼ ମଧ୍ୟରୁ ୧୩ ୱାର୍ଡ଼ରେ ଶ୍ରୀ ସାମଲ ଓ ଅନ୍ୟମାନେ ପଦଯାତ୍ରା କରି ଗାନ୍ଧୀଙ୍କ ସ୍ବଦେଶୀ, ସ୍ୱଛତା, ସିଂଗିଲ ୟୁଜ ପ୍ଲାଷ୍ଟିକ ବର୍ଜନ,ଜଳ ସଂରକ୍ଷଣ,ନିଶା ନିବାରଣ, ସ୍ୱାବଲମ୍ବୀ,ସରଳ ଜୀବନ ଯାପନ ଉପରେ ଲୋକଙ୍କୁ ବୁଝାଇବା ସହ ପ୍ରଚାରପତ୍ର ବାଣ୍ଟି ସଚେତନ କରାଇ ଥିଲେ l Conclusion:ଏହି ଅବସର ରେ ତାଳଚେର ବଜେପି ର ଅନେକ ନେତା ଓ କର୍ମୀ ସାମିଲ ହୋଇଥିଲେ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.