ETV Bharat / state

ସଙ୍ଗୀନ ଅଭିଯୋଗ: ଫାଇନାନ୍ସ ଏଜେଣ୍ଟ କରୁଛନ୍ତି ଟଙ୍କା ହଡପ - ଫାଇନାନ୍ସ କମ୍ପାନୀ ଏଜେଣ୍ଟ ଗିରଫ

ଅନୁଗୋଳ ସହରରେ ଥିବା ଏକ ବେସରକାରୀ ଫାଇନାନ୍ସ କମ୍ପାନୀର ଆକାଉଣ୍ଟାଣ୍ଟ ପ୍ରସନ୍ନ କୁମାର କର 15 ଲକ୍ଷ 81 ହଜାର ଟଙ୍କା ହଡପ କରିଥିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ
author img

By

Published : Oct 6, 2019, 11:22 AM IST

ଅନୁଗୋଳ: ଫାଇନାନ୍ସ ଏଜେଣ୍ଟ କରୁଛନ୍ତି ଟଙ୍କା ହଡପ । 15 ଲକ୍ଷ ଟଙ୍କା ହଡପ ଅଭିଯୋଗରେ ଜଣେ ଫାଇନାନ୍ସ କମ୍ପାନୀ ଏଜେଣ୍ଟକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅନୁଗୋଳ ସହରରେ ଥିବା ଏକ ବେସରକାରୀ ଫାଇନାନ୍ସ କମ୍ପାନୀର ଆକାଉଣ୍ଟ।ଣ୍ଟ ପ୍ରସନ୍ନ କୁମାର କର 15 ଲକ୍ଷ 81 ହଜାର ଟଙ୍କା ହଡପ କରିଥିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ

ଏଥିସହ ପ୍ରସନ୍ନ ଠାରୁ 6 ଲକ୍ଷ 70 ହଜାର ଟଙ୍କା ଜବତ କରିବା ସହ ବିଭିନ୍ନ ବ୍ୟାଙ୍କର 3ଟି ଆକାଉଣ୍ଟକୁ ସିଜ୍ କରିଛି ପୋଲିସ । ଏନେଇ ଫାଇନାନ୍ସ କମ୍ପାନୀର ଏରିଆ ଆକାଉଣ୍ଟାଣ୍ଟ ରାକେଶ ମହାନ୍ତି ଶୁକ୍ରବାର ଅନୁଗୋଳ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୋଲିସ ଘଟଣାର ତଦନ୍ତ କରୁଥିଲା ।

ତଦନ୍ତ ବେଳେ ଜଣାପଡିଥିଲା ଯେ, ପ୍ରସନ୍ନ ବିଭିନ୍ନ ଏଜେଣ୍ଟଙ୍କ ଠାରୁ ଟଙ୍କା ସଂଗ୍ରହ କରି କମ୍ପାନୀରେ ଜମା କରି ନଥିଲା । କମ୍ପାନୀର ଟଙ୍କାକୁ ନିଜେ ନିଜ ନାଁରେ ବିଭିନ୍ନ ବ୍ୟାଙ୍କରେ ରଖୁଥିଲା । ଏହା ଜଣାପଡିବା ପରେ ପୋଲିସ ତୁରନ୍ତ ପ୍ରସନ୍ନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଫାଇନାନ୍ସ ଏଜେଣ୍ଟ କରୁଛନ୍ତି ଟଙ୍କା ହଡପ । 15 ଲକ୍ଷ ଟଙ୍କା ହଡପ ଅଭିଯୋଗ ରେ ଜଣେ ଫାଇନାନ୍ସ କମ୍ପାନୀ ଏଜେଣ୍ଟ କୁ ଗିରଫ କରି କୋଟ ଚାଲାଣ କରିଛି ପୋଲିସ । Body:ଅନୁଗୋଳ ସହର ରେ ଥିବା ମହିନ୍ଦ୍ରା ଫାଇନାନ୍ସ କମ୍ପାନୀର ଏକାଉଣ୍ଟ।ଣ୍ଟ ପ୍ରସନ୍ନ କୁମାର କର 15 ଲକ୍ଷ 81 ହଜାର ଟଙ୍କା ହଡପ କରିଥିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିସହ ପ୍ରସନ୍ନ ଠାରୁ 6 ଲକ୍ଷ 70 ହଜାର ଟଙ୍କା ଜବତ କରିଛି। ପ୍ରସନ୍ନ ନାଁରେ ଥିବା ବିଭିନ୍ନ ବ୍ୟାଙ୍କର 3ଟି ଅକାଉଣ୍ଟକୁ ସିଜ଼ କରିଛି। ଏନେଇ ଫାଇନାନ୍ସ କମ୍ପାନୀର ଏରିଆ ଅକାଉଣ୍ଟାଣ୍ଟ ରାକେଶ ମହାନ୍ତି ଗତ କାଲି ଅନୁଗୁଳ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ ଘଟଣାର ତଦନ୍ତ କରୁଥିଲା। Conclusion:ତଦନ୍ତ ବେଳେ ଜଣା ପଡିଥିଲାଯେ ପ୍ରସନ୍ନ ବିଭିନ୍ନ ଏଜେଣ୍ଟଙ୍କ ଠାରୁ ଟଙ୍କା ସଂଗ୍ରହ କରି କମ୍ପାନୀରେ ଜମା କରି ନଥିଲା। କମ୍ପାନୀର ଟଙ୍କାକୁ ନିଜେ ନିଜେ ନାଁରେ ବିଭିନ୍ନ ବ୍ୟାଙ୍କରେ ରଖୁଥିଲା। ଏହା ଜଣା ପଡିବା ପରେ ପୋଲିସ ତୁରନ୍ତ ପ୍ରସନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.