ଢେଙ୍କାନାଳ: ସହରର ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି ଉଦ୍ୟମ । ବ୍ୟାଙ୍କ ପଛ ପଟ ଆଜବେଷ୍ଟ ତାଡି ଷ୍ଟ୍ରଙ୍ଗ ରୁମରେ ପହଞ୍ଚିବା ପୂର୍ବରୁ ବାଜିଲା ସାଇରନ । ସାଇରନ ଶୁଣି ଫେରାର ହୋଇଗଲେ ଡକାୟତ ।
ଆଜି (ସୋମବାର) ଢେଙ୍କାନାଳ ଟାଉନ ଥାନା ବ୍ୟାଙ୍କରୁ କିଛି ଦୁର୍ବୃତ୍ତ ଡକାୟତି ଉଦ୍ୟମ କରୁଥିଲେ । ତେବେ ଘଟଣାସ୍ଥଳରୁ ଡକାୟତ ଫେରାର ହୋଇଯାଇଥିବା ବେଳେ ଧରିବା ପାଇଁ ପୋଲିସ ତନାଘନା ଜାରି ରଖିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ