ETV Bharat / state

ମହିଳାଙ୍କୁ କଚାଡି ମାରିଲା ଦନ୍ତା, ଆତଙ୍କିତ ଗ୍ରାମବାସୀ - elephant trampled a woman

ଗୋଟିଏ ରାତିରେ 2ଜଣଙ୍କ ଜୀବନ ନେଲାଣି ଦନ୍ତା । କୋକୁଆ ଭୟରେ ଅନୁଗୋଳ କଣିହାଁ ଅଞ୍ଚଳ । ଅଧିକ ପଢନ୍ତୁ...

elephant attack
କଣିହାଁରେ କୋକୁଆ ଭୟ, ମହିଳାଙ୍କୁ କଚାଡି ମାରିଲା ଦନ୍ତା
author img

By

Published : Dec 29, 2019, 9:43 AM IST

ଅନୁଗୋଳ: କଣିହାଁ ବନାଞ୍ଚଳ ବଜ୍ରକୋଟରେ ମହିଳାଙ୍କୁ କଚାଡି ମାରିଲା ଦେଲା ଦନ୍ତା । ମୃତକ ହେଲେ ବଜ୍ରକୋଟ ଗାଁର ନାୟନି ସାହୁ । ଗତକାଲି ସନ୍ଧ୍ୟାରେ ସେହି ହାତୀ ନିରାକାର ସେଠୀଙ୍କ ଘରେ ପଶି ତାଙ୍କୁ ଦଳି ଦେଇଥିଲା ।

କଣିହାଁରେ କୋକୁଆ ଭୟ, ମହିଳାଙ୍କୁ କଚାଡି ମାରିଲା ଦନ୍ତା

ସୂଚନାଯୋଗ୍ୟ, ନାୟନି ବସ ଧରିବାକୁ ଘରୁ ରାସ୍ତାକୁ ଚାଲି ଚାଲି ଆସୁଥିଲେ । ଏହି ସମୟରେ ଦନ୍ତାଟି ଆସି ତାଙ୍କୁ କଚାଡି ମାରି ଦେଇଥିଲା । ଏଭଳି ଘଟଣାକୁ ଦେଖି ସ୍ଥାନୀୟ ଅଞ୍ଚଳରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । ଅନ୍ୟପଟେ, ହାତୀକୁ କାବୁ କରିବାରେ ବିଫଳ ହୋଇଛି ବନ ବିଭାଗ । ଯାହାକୁ ନେଇ ଉତ୍ତେଜନା ଦେଖାଦେଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ହାତୀ ମାରୁଛି ମଣିଷ । ଗୋଟିଏ ରାତି ଭିତରେ ଦୁଇ ଜଣକୁ ମାରିଛି ଏହି ନରହନ୍ତା ।ଗତ କାଲି ସନ୍ଧ୍ୟାରେ ଜଣକୁ ଘରେ ପଶି ମାରିଥିବା ବେଳେ ଆଜି ଭୋରୁ ବସ ଧରିବାକୁ ଯାଉଥିବା ଅନ୍ୟଜଣ ଙ୍କୁ କଚାଡି ମାରିଛି Body:। ଅନୁଗୋଳ କଣିହାଁ ରେଞ୍ଜରେ ପୁଣି ଜଣକୁ ମାରିଛି ହାତୀ । ମୃତକ ବଜ୍ରକୋଟ ଗାଁର ନାୟନି ସାହୁ। ସେ ବସ ଧରିବାକୁ ଘରୁ ରାସ୍ତାକୁ ଚାଲି ଚାଲି ଆସୁଥିଲେ। ହଠାତ ହାତୀ ତାଙ୍କୁ କଚାଡି ମାରି ଦେଇଥିଲା। ଘଟଣାକୁ ନେଇ ସେ ଅଞ୍ଚଳରେ ଉତେଜନା ସୃଷ୍ଟି ହୋଇଛି। ଗତ କାଲି ସନ୍ଧ୍ୟାରେ ସେହି ହାତୀଟି ଓଲନ୍ଦ ଗାଁର ନିରାକାର ସେଠୀଙ୍କୁ ମାରିଥିଲା। ନିରାକାର ଘରେ ବସି ଖାଉ ଥିବା ବେଳେ ହାତୀଟି ତାଙ୍କୁ ଟାଣି ନେଇ କଚାଡି ମାରି ଦେଇଥିଲା। ଗୋଟିଏ ଦିନରେ ଦୁଇ ଦୁଇଟି ଜୀବନ ନେଲାଣି ହାତୀ। Conclusion:ବନ ବିଭାଗ ସେହି ହାତୀଟିକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇ ଛନ୍ତି। ସ୍ଥାନୀୟ ଲୋକେ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.