ETV Bharat / state

ବିଧାନସଭା ଉପବାଚସ୍ପତିଙ୍କୁ ଅନୁଗୋଳରେ ସମ୍ବର୍ଦ୍ଧନା - ଅନୁଗୋଳ

ଉପବାଚସ୍ପତି ରଜନୀକାନ୍ତ ସିଂଙ୍କୁ ନିଜ ନିର୍ବାଚନ ମଣ୍ଡଳୀ ଅନୁଗୋଳରେ ସମ୍ବର୍ଦ୍ଧନା । ଉପବାଚସ୍ପତି ଭାବେ ନିର୍ବାଚିତ ହେବାପରେ ରଜନୀ ପ୍ରଥମ ଥର ଅନୁଗୋଳ ଗସ୍ତରେ ଆସିଥିବାବେଳେ ତାଙ୍କୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Jul 3, 2019, 7:55 PM IST

ଅନୁଗୋଳ: ଉପବାଚସ୍ପତି ରଜନୀକାନ୍ତ ସିଂଙ୍କୁ ନିଜ ନିର୍ବାଚନ ମଣ୍ଡଳୀ ଅନୁଗୋଳରେ ସମ୍ବର୍ଦ୍ଧନା । ନିଜ ମାଟିରେ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ବିଭିନ୍ନ ସଙ୍ଗଠନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଉପବାଚସ୍ପତି ଭାବେ ନିର୍ବାଚିତ ହେବାପରେ ରଜନୀ ପ୍ରଥମ ଥର ଅନୁଗୋଳ ଗସ୍ତରେ ଆସିଥିବାବେଳେ ତାଙ୍କୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଜିଲ୍ଲା ଅଦେଇତ ପ୍ରସାଦ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ଜିଲ୍ଲାର ବିଭିନ୍ନ ସାମାଜିକ ଓ ସଂସ୍କୃତିର ସଙ୍ଗଠନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । ଅନୁଗୋଳର ଚାରିଥରର ବିଧାୟକ ରଜନୀକାନ୍ତ ସିଂ ପୂର୍ବରୁ ମନ୍ତ୍ରୀ ରହିସାରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:। ନିଜ ନିର୍ବାଚନ ମଣ୍ଡଳୀ ତଥା ନିଜ ମାଟିରେ ସମ୍ବର୍ଦ୍ଧିତ ହୋଇଛନ୍ତି ଓଡିଶା ବିଧାନସଭା ଉପ ବାଚସ୍ପତି ରଜନୀକାନ୍ତ ସିଂ ।

Body:ଉପ ବାଚସ୍ପତି ଙ୍କୁ ସମ୍ବର୍ଦ୍ଧନା । ନିଜ ନିର୍ବାଚନ ମଣ୍ଡଳୀ ତଥା ନିଜ ମାଟିରେ ଆଜି ସମ୍ବର୍ଦ୍ଧିତ ହୋଇଛନ୍ତି ଓଡିଶା ବିଧାନ ସଭାରେ ଉପ ବାଚସ୍ପତି ରଜନୀକାନ୍ତ ସିଂ । ଉପ ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ରଜନୀ ପ୍ରଥମ ଥର ପାଇଁ ଅନୁଗୋଳ ଗ୍ରସ୍ଥ ରେ ଆସିଥିବା ବେଳେ ତାଙ୍କ ବିଭିନ୍ନ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଚାରିଥର ଏହି ଠାରୁ ସେ ବିଧାନ ସଭାକୁ ନିର୍ବାଚିତ ହୋଇଥିବା ବେଳେ ସରକାର ରେ ମନ୍ତ୍ରୀ ଭାବେ ମଧ୍ୟ ଦାଇତ୍ୱ ନିର୍ବାହ କରିଛନ୍ତି । ଅନୁଗୋଳ ଜିଲା ଅଦେଇତ ପ୍ରସାଦ ସ୍ମୁତି କମିଟି ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିବା ବେଳେ ଜିଲ୍ଲାର ବିଭିନ୍ନ ସାମାଜିକ ଓ ସଂସ୍କୃତିର ସଙ୍ଗଠନ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଛି ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.