ETV Bharat / state

ଜଳସେଚନ ପଏଣ୍ଟ କାର୍ଯ୍ୟକାରୀ କରିବାକୁ କଂଗ୍ରେସର ଦାବି - ଜଳସେଚନ

ଜଳସେଚନ ପଏଣ୍ଟ କାର୍ଯ୍ୟକାରୀ କରିବାକୁ କଂଗ୍ରେସର ଦାବି। ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ । ଅଧିକ ପଢନ୍ତୁ...

ଜଳସେଚନ ପଏଣ୍ଟ କାର୍ଯ୍ୟକାରୀ କରିବାକୁ କଂଗ୍ରେସର ଦାବି

author img

By

Published : Aug 5, 2021, 8:19 AM IST

ଅନୁଗୋଳ: କାମରେ ଲାଗୁନି ଜଳସେଚନ ପଏଣ୍ଟ । ବର୍ଷା ଅଭାଵ ହୋଇ ଥିବା ବେଳେ ଚାଷୀ ତଳି ପକାଇ ପାଣି ପାଇଁ ଚାହିଁ ବସିଛି । ଏଭଳି ସ୍ଥଳେ ଚାଷୀଙ୍କୁ ତୁରନ୍ତ ଜଳସେଚନ ଯୋଗାଇ ଦେବାକୁ ଦାବି କରିଛି କଂଗ୍ରେସ। ଅନୁଗୋଳ ଜିଲ୍ଲାର ବଅଁରପାଳ ବ୍ଲକ ତାଳମୂଳ ଗାଁରେ ଅଚଳ ହୋଇ ପଡିଛି ଉଠା ଜଳସେଚନ ପ୍ରକଳ୍ପ। ଯାହା କାର୍ଯ୍ୟକାରୀ କରିବା ନେଇ ପଦକ୍ଷେପ ନେଉ ନାହିଁ ବିଭାଗ ।

ଜଳସେଚନ ପଏଣ୍ଟ କାର୍ଯ୍ୟକାରୀ କରିବାକୁ କଂଗ୍ରେସର ଦାବି

ଯାହାର ପ୍ରତିବାଦରେ ବୁଧବାର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବି ପତ୍ର ଦେଇଛି କଂଗ୍ରେସ । ସ୍ଥାନୀୟ ଚାଷୀ ଓ କଂଗ୍ରେସ ନେତା ବିପ୍ଳବ ଜେନା , ସସ୍ମିତା ବେହେରାଙ୍କ ନେତୃତ୍ବ ରେ ଚାଷୀମାନେ ଏହି ଦାବି ପତ୍ର ପ୍ରଦାନ କରିଛନ୍ତି । ତୁରନ୍ତ ତାଙ୍କ ଅଞ୍ଚଳରେ ଥିବା ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.