ETV Bharat / state

ଚାଷୀ ଆନ୍ଦୋଳନ ସମର୍ଥନରେ ବାହାରିଲେ ଅନୁଗୋଳ ସଫେଇ କର୍ମଚାରୀ

ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଅନୁଗୋଳ ସଫେଇ କର୍ମଚାରୀଙ୍କ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ...

ଚାଷୀ ଆନ୍ଦୋଳନ ସମର୍ଥନରେ ବାହାରିଲେ ଅନୁଗୋଳ ସଫେଇ କର୍ମଚାରୀ
ଚାଷୀ ଆନ୍ଦୋଳନ ସମର୍ଥନରେ ବାହାରିଲେ ଅନୁଗୋଳ ସଫେଇ କର୍ମଚାରୀ
author img

By

Published : Feb 17, 2021, 5:42 PM IST

ଅନୁଗୋଳ: ଦିଲ୍ଲୀର ଚାଷୀ ଆନ୍ଦୋଳନ ସମର୍ଥନରେ ବାହାରିଲେ ସଫେଇ କର୍ମଚାରୀ । ବିଭିନ୍ନ ଦାବି ନେଇ ଆଜି(ବୁଧବାର) ସର୍ବଭାରତୀୟ ସଙ୍ଗଠିତ ଶ୍ରମିକ ସଙ୍ଗଠନ ପକ୍ଷରୁ ଅନୁଗୋଳ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଚାଷୀ ଆନ୍ଦୋଳନ ସମର୍ଥନରେ ବାହାରିଲେ ଅନୁଗୋଳ ସଫେଇ କର୍ମଚାରୀ

ସଙ୍ଗଠନର ଜିଲ୍ଲା ସଭାପତି ତପନ ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ ଶ୍ରମିକ ଏଥିରେ ସାମିଲ ହୋଇଥିଲେ । ଦେଶରେ ବର୍ଷ ବର୍ଷ ଧରି ପ୍ରଚଳିତ ୪ଟି ଶ୍ରମ ଆଇନକୁ ଉଚ୍ଛେଦ କରି ସରକାର ୪ଟି ଶ୍ରମ କୋର୍ଡ କରିଛନ୍ତି । ଯାହା ଫଳରେ ଶ୍ରମିକମାନେ ବିଶେଷ କ୍ଷତିଗ୍ରସ୍ତ ହେବେ ବୋଲି ସଫେଇ କର୍ମଚାରୀ ଅଭିଯୋଗ କରିଛନ୍ତି । ଏହାଛଡା ୩ଟି ନୂଆ କୃଷି ଆଇନ କେବଳ ପୁଞ୍ଜିପତିମାନଙ୍କୁ ସହାୟକ ହେବ ବୋଲି ମଧ୍ୟ ଅଭିଯୋଗ କରି ସର୍ବ ଭାରତୀୟ ସଙ୍ଗଠିତ ଶ୍ରମିକ ସଙ୍ଗଠନ ଅନୁଗୋଳ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.