ETV Bharat / state

ଅନୁଗୋଳରେ ବିଜେଡିର ପ୍ରଚାର: ଘରକୁ ଘର ବୁଲି ମାଗୁଛନ୍ତି ଭୋଟ - ବିଜେଡିର ପଞ୍ଚାୟତ ନିର୍ବାଚନ ପ୍ରଚାର

ପଞ୍ଚାୟତ ନିର୍ବାଚନ ନେଇ ଗ୍ରାମାଞ୍ଚଳରେ ଜୋର ଧରୁଛି ରାଜନୀତି । ଗାଁ ମୁହାଁ ହେଉଛନ୍ତି ନେତା । ଘରକୁ ଘର ବୁଲି ପ୍ରାର୍ଥୀ କରୁଛନ୍ତି ପ୍ରଚାର । ଅଧିକ ପଢନ୍ତୁ

angul bjd candidate started  panchayat election campaign
ଅନୁଗୋଳରେ ବିଜେଡିର ପ୍ରଚାର: ଘରକୁ ଘର ବୁଲି ମାଗୁଛନ୍ତି ଭୋଟ
author img

By

Published : Jan 30, 2022, 6:04 PM IST

ଅନୁଗୋଳ: ପଞ୍ଚାୟତ ନିର୍ବାଚନ ନେଇ ଗ୍ରାମାଞ୍ଚଳରେ ଜୋର ଧରୁଛି ରାଜନୀତି । ଗାଁ ମୁହାଁ ହେଉଛନ୍ତି ନେତା । ଘରକୁ ଘର ବୁଲି ପ୍ରାର୍ଥୀ କରୁଛନ୍ତି ପ୍ରଚାର ।

ଅନୁଗୋଳ ଜିଲ୍ଲାରେ ପ୍ରଥମେ ବିଜେପି ପ୍ରଚାର ଦେଖିବାକୁ ମିଳିଥିବାବେଳେ ଏବେ ଶାସକ ବିଜେଡି ଦଳ ପକ୍ଷରୁ ପ୍ରଚାର ଆରମ୍ଭ ହୋଇଛି । ଆଜି ଅନୁଗୋଳ ଜିଲ୍ଲାରେ ୪ ନମ୍ବର ଜୋନରେ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ, ବିଜେଡି ସମର୍ଥିତ ବେଡାଶାସନ ସରପଞ୍ଚ ପ୍ରାର୍ଥୀ ଏବଂ ସମିତି ସଭ୍ୟ ପ୍ରାର୍ଥୀ ନିଜ ସମର୍ଥକଙ୍କ ସହ ବୁଲି ପ୍ରଚାର କରିଛନ୍ତି। ସେହିପରି ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ପ୍ରାର୍ଥୀ ।

ଅନୁଗୋଳରେ ବିଜେଡିର ପ୍ରଚାର: ଘରକୁ ଘର ବୁଲି ମାଗୁଛନ୍ତି ଭୋଟ

ସେହିପରି ଚାରି ଆଡେ ଦେଖିବାକୁ ମିଳୁଛି ପ୍ରାର୍ଥୀଙ୍କ ପୋଷ୍ଟର ଓ ବ୍ୟାନର । ନିର୍ବାଚନୀ ରଣାଙ୍ଗନାରେ ବାଜିମାତ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ କରୁଛନ୍ତି ରଣନୀତି । ସେହିଭଳି ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ଲାଗି କରୁଛନ୍ତି ସ୍ବତନ୍ତ୍ର ପ୍ରସ୍ତୁତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.