ETV Bharat / state

ଦେଶୀ ବନ୍ଧୁକ ସହ ୩ ପଶୁ ଶିକାରୀ ଗିରଫ - ଅନୁଗୋଳ ଅଭୟାରଣ୍ୟ

ଗତ ଚାରି ଦିନ ପୂର୍ବରୁ ଅନୁଗୋଳ ଅଭୟାରଣ୍ୟର ପମ୍ପାସର ରେଞ୍ଜରୁ 7 ପଶୁ ଶିକାରୀ ଗିରଫ ହୋଇଥିବା ବେଳେ ଶୁକ୍ରବାର ଗିରଫ ହୋଇଛନ୍ତି ଆଉ ତିନି ପଶୁ ଶିକାରୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Aug 4, 2019, 2:38 AM IST

ଅନୁଗୋଳ: ଗିରଫ ହେଲେ ତିନି ପଶୁ ଶିକାରୀ । ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରୁ ପଶୁ ଶିକାର କରି ଗିରଫ ହେଲେ ତିନି ଶିକାରୀ । ଅଭୟାରଣ୍ୟର ପୁରୁଣାକୋର୍ଟ ରେଞ୍ଜ କମୁରି ଓ ବାଘମୁଣ୍ଡା ସେକ୍ସନରେ ପଶୁ ଶିକାର କରିଥିବା ଅଭିଯୋଗରେ ଉଭୟ ସେକ୍ସନ ତିନି ଶିକାରୀକୁ ଗିରଫ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ସେମାନଙ୍କ ନିକଟରୁ ଶମ୍ବର ମାଂସ ସହ 3ଟି ଦେଶୀ ବନ୍ଧୁକ ମଧ୍ୟ ଜବତ ହୋଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ କମୁରି ଗାଁର ସୁବୋଧ ନାଏକ, ଭୁବନ ପ୍ରଧାନ ଓ ବେଲାବାହାଳି ଗାଁର ପ୍ରଦୀପ ସାହୁ ।

ଶିକାର ସାରି ଅଭିଯୁକ୍ତ ମାନେ ଘରେ ଶିକାର କରିଥିବା ଜିନିଷର ଭାଗ ବାଣ୍ଟୁଥିବା ବେଳେ ଏମାନଙ୍କୁ ଉଭୟ ସେକ୍ସନ ଗିରଫ କରିଛି ।

ପ୍ରକାଶ ଥାଉକି ଗତ ଚାରି ଦିନ ପୂର୍ବରୁ ଅଭୟାରଣ୍ୟର ପମ୍ପାସର ରେଞ୍ଜରୁ 7 ଶିକାରୀ ସହ ହରିଣ ମାଂସ ଜବତ କରିଥିଲା ବିଭାଗ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଅଭୟାରଣ୍ୟ ରୁ ଜନ୍ତୁ ଶିକାରୀ ଗିରଫ Body:ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ରୁ ଜନ୍ତୁ ଶିକାର କରି ତିନି ଶିକାରୀ ଗିରଫ ହୋଇଛନ୍ତି । ଅଭୟାରଣ୍ୟ ର ପୁରୁଣାକୋର୍ଟ ରେଞ୍ଜ କମୁରି ଓ ବାଘମୁଣ୍ଡା ସେକସନରେ ଜନ୍ତୁ ଶିକାର କରିଥିବା ଅଭିଯୋଗରେ ଏହି ଉଭୟ ସେକସନ ତିନି ଶିକାରୀଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ଶମ୍ବର ମାଂସ ସହ ଦେଶୀ ବନ୍ଧୁକ ଯବଦ ହୋଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ କମୁରି ଗାଁର ସୁବୋଧ ନାଏକ ଓ ଭୁବନ ପ୍ରଧାନ ଏବଂ ବେଲାବାହାଳି ଗାଁ ର ପ୍ରଦୀପ ସାହୁ । ଏମାନେ ଶିକାର ସାରୀ ଘରେ ଭାଗ ବାଣ୍ଟୁଥିବା ବେଳେ ବିଭାଗ ଏମାନଙ୍କୁ ଗିରଫ କରିଛି ।
Byte – 1 ଗୌରିପ୍ରସାଦ ରଥ , ବନ ବିଭାଗ ଅଧିକାରୀ
Conclusion:ଗତ ଚାରିଦିନ ତଳେ ଅଭୟାରଣ୍ୟ ର ପମ୍ପାସର ରେଞ୍ଜ ରୁ ୭ ଶିକାରୀ ସହ ହରିଣ ମାଂସ ଯବଦ କରିଥଲା ବିଭାଗ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.