ETV Bharat / state

ମୁହାଁମୁହିଁ ଏସ୍‌ପି-ବିଧାୟକ, ପ୍ରତିକ୍ରିୟା ରଖିଲେ ବ୍ରଜକିଶୋର - anugul sp v/s mla

ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଓ ଏସ୍‌ପି ଜଗମୋହନ ମିନା ମୁହାଁମୁହିଁ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ।

ଏସ୍‌ପି ବନାମ ବିଧାୟକ
author img

By

Published : Oct 31, 2019, 9:31 PM IST

ଅନୁଗୋଳ: ଏସ୍‌ପି-ବିଧାୟକ ମୁହାଁମୁହିଁ । ତାଳଚେର ଭାଲୁଗାଡିଆ ଗାଁ ଉଚ୍ଛେଦ ବେଳେ ମୁହାଁମୁହିଁ ହୋଇଥିଲେ ଏସପି ଜଗମୋହନ ମିନା ଓ ତାଳଚେର ବିଧାୟକ । ଯାହାର ଭିଡିଓ ଭାଇରାଲ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ବ୍ରଜକିଶୋର ପ୍ରଧାନ । ଅଫିସରଙ୍କୁ ଆଚାର ବ୍ୟବହାରରେ ଶାଳୀନତା ରଖିବାକୁ ସେ କହିଛନ୍ତି ।

ଏସ୍‌ପି ବନାମ ବିଧାୟକ

ଗତ ମଙ୍ଗଳବାର କୋଇଲା ସମ୍ପ୍ରସାରଣ ପାଇଁ ଏମସିଏଲ କମ୍ପାନୀ ପକ୍ଷରୁ ଉଚ୍ଛେଦ ଚାଲିଥିବାବେଳେ ପୋଲିସ-ଜନତା ମୁହାଁମୁହିଁ ହୋଇଥିଲେ । ଆଉ ଲୋକଙ୍କ ସପକ୍ଷରେ ବାହାରିଥିଲେ ତାଳଚେର ବିଧାୟକ । କ୍ଷତିଗସ୍ତଙ୍କୁ ଉଚିତ୍ କ୍ଷତିପୂରଣ ଦେଲେ ହିଁ ଜାଗା ଛାଡିବାକୁ ଦାବି କରିଥିଲେ । ଏହି ସମୟରେ ପୋଲିସ ଓ ବିଧାୟକ ମୁହାଁମୁହିଁ ହୋଇଥିଲେ । ଭିଡିଓ ଭାଇରାଲ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ସେ । ସେପଟେ ଏନେଇ ଏସ୍‌ପିଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଅନୁଗୋଳ ଏସ ପି ଦବଙ୍ଗ ଗୀର ।ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଙ୍କ ସହ ମୁହାଁମୁହିଁ । ଯାହା କୁ ନେଇ ମୁହଁ ଖୋଲିଛନ୍ତି ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ । Body:ଗତ ମଙ୍ଗଳ ବାର ତଳଚେର ଭାଲୁଗାଡ଼ିଆ ଗାଁ ଲୋକଙ୍କ ଉଚ୍ଛେଦ ପାଇଁ ଆସି ସବୁ ସୀମା ସରହଦ ଟପି ଯାଇଥିଲେ ଅନୁଗୋଳ ଏସ ପି ଜଗମୋହନ ମିନା ।ଦେଖନ୍ତୁ ବିଧାୟକ ଙ୍କ ସହ କିଭଳି ଯୁକ୍ତି କରିଛନ୍ତି । ଖାଲି ସେତିକି ନୁହଁ ନିଜ ଅଧିନସ୍ଥ କର୍ମଚାରୀ ମାନକୁ କିଭଳି ଆଶ୍ରାବ୍ୟ ଭାଷାରେ ଗାଳି ଗୁଳଜ କରୁଛନ୍ତି । ଯେଉଁ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏନେଇ ଏସ ପି ଙ୍କୁ କିଛି ସିଧାସଳଖ କହି ନଥିବା ବେଳେ ଅଫିରସ ଙ୍କ ଆଚାର ଓ ଉଚ୍ଚାରଣ ଙ୍କୁ ନେଇ ପ୍ରଶ୍ନ କରିଛନ୍ତି ବିଧାୟକ । ତେବେ ଏସ ପି ଙ୍କ ଆଚାର କୁ ନେଇ ତାଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଠା କରାଯାଇଥିଲେ ବି ତା ସମ୍ଭବ ହୋଇ ନାହିଁ ।
Byte- ବ୍ରଜକିଶୋର ପ୍ରଧାନ , ବିଧାୟକ ତାଳଚେର ।Conclusion:ତେବେ ଜଣେ ବରିଷ୍ଠ ଅଫିସର ର ଏହି ବ୍ୟବହାର କୁ ମଧ୍ୟ ସାଧାରଣ ରେ ନା ପସନ୍ଦ କରାଯାଇଛି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.