ETV Bharat / state

ଘନ କୁହୁଡିରେ ଢାଙ୍କି ହେଲା ଶିଳ୍ପନଗରୀ ଅନୁଗୋଳ - anugul fogg

ଅନୁଗୋଳରେ ଘନ କୁହୁଡିର ଆସ୍ତରଣ । ଚଳିତ ବର୍ଷ ପ୍ରଥମଥର ପାଇଁ ଜିଲ୍ଲାରେ କୁହୁଡି ଅନୁଭୂତ ହୋଇଛି । ଫଳର ଯାତାୟତରେ ଲୋକେ ନାନା ଅସୁବିଧାର ସମ୍ମୁଖିନ ହୋଇଥିଲେ ।

ଘନ କୁହୁଡିରେ ଢାଙ୍କି ହେଲା ଶିଳ୍ପନଗରୀ ଅନୁଗୋଳ

author img

By

Published : Nov 18, 2020, 9:37 AM IST

ଅନୁଗୋଳ: ଜିଲ୍ଲାରେ ପ୍ରଥମ କୁହୁଡିର ସ୍ପର୍ଶ । ଘନକୁହୁଡିରେ ଢାଙ୍କି ହେଲା ଶିଳ୍ପନଗରୀ ଅନୁଗୋଳ ଜିଲ୍ଲା । ଜିଲ୍ଲାରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଘନ କୁହୁଡି ଅନୁଭୂତ ହୋଇଛି ।

ଘନ କୁହୁଡିରେ ଢାଙ୍କି ହେଲା ଶିଳ୍ପନଗରୀ ଅନୁଗୋଳ

ତେବେ ସକାଳ ପ୍ରାୟ ୮ଟା ପର୍ଯ୍ୟନ୍ତ କୁହୁଡ଼ିର ପ୍ରଭାବ ରହିବାରୁ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଥିଲା । ରାସ୍ତାଘାଟ କୁହୁଡିମୟ ହୋଇଉଠିଥିଲା । ପ୍ରାତଃ ଭ୍ରମଣରେ ଯାଉଥିବା ଲୋକେ ବହୁ ଅସୁବିଧାର ସମ୍ମୁଖିନ ହୋଇଥିଲେ ।

ଅନ୍ୟ ପକ୍ଷରେ ଚଳିତ ଶୀତ ଋତୁର ଏହା ପ୍ରଥମ ଘନ କୁହୁଡି ହୋଇଥିବାରୁ ଲୋକେ ବେଶ ଉପଭୋଗ ମଧ୍ୟ କରିଥିଲେ । ସେହିପରି ଜିଲ୍ଲାରେ ଶୀତର ପ୍ରକୋପ ଆରମ୍ଭ ହୋଇଥିଲେ ମଧ୍ୟ କୁହୁଡି ଯୋଗୁ ଶୀତର ମାତ୍ରା ହ୍ରାସ ପାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.