ETV Bharat / state

ଅନୁଗୋଳରେ ପ୍ରଥମ କଣ୍ଟେନମେଣ୍ଟ ଜୋନ, ଦୁଇ ଦିନରେ 30ରୁ ଅଧିକ ସଂକ୍ରମିତ ଚିହ୍ନଟ

author img

By

Published : Apr 22, 2021, 9:32 PM IST

ଅନୁଗୋଳ ଜିଲ୍ଲାରେ ପ୍ରଥମ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ତାଳଚେର ପୌରପାଳିକା । ଦୁଇ ଦିନରେ 30ରୁ ଅଧିକ ସଂକ୍ରମିତ ଚିହ୍ନଟ ହେବାରୁ 13 ୱାର୍ଡକୁ କରାଗଲା ନିଷିଦ୍ଧାଅଞ୍ଚଳ । ଅଧିକ ପଢନ୍ତୁ...

Angul-has-declaired-as-a-content-zone
ଅନୁଗୋଳରେ ପ୍ରଥମ କଣ୍ଟେନମେଣ୍ଟ ଜୋନ, ଦୁଇ ଦିନରେ 30ରୁ ଅଧିକ ସଂକ୍ରମିତ ଚିହ୍ନଟ

ଅନୁଗୋଳ: ଜିଲ୍ଲାରେ ପ୍ରଥମ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ତାଳଚେର ପୌରପାଳିକା । ଦୁଇ ଦିନରେ 30ରୁ ଅଧିକ ସଂକ୍ରମିତ ଚିହ୍ନଟ ହେବାରୁ 13 ୱାର୍ଡକୁ କରାଗଲା ନିଷିଦ୍ଧାଞ୍ଚଳ ।

ଅନୁଗୋଳ ଜିଲ୍ଲାର ତାଳଚେର ପୌରାଞ୍ଚଳରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଛି । କେବଳ ଏହି ପୌରାଞ୍ଚଳରୁ ଦୈନିକ ହାରାହାରି ୨୦ରୁ ୨୫ଜଣ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଗତ ୩ ଦିନରେ ୭୦ରୁ ଅଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସେଥିମଧ୍ୟରୁ ୧୩ନଂ ୱାର୍ଡ ନବମିଶ୍ର କଲୋନୀରୁ ୩୬ରୁ ଅଧିକ ଚିହ୍ନଟ ହେବାପରେ ପୌର ପ୍ରଶାସନ ଏହି ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ।

ଆଜି(ଗୁରୁବାର) ଅପରାହ୍ନ ୩ଟାରୁ ଆସନ୍ତା ସୋମବାର ସକାଳ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି । ଅନୁଗୋଳ ଜିଲ୍ଲାରେ ଏହା ପ୍ରଥମ କଣ୍ଟେନମେଣ୍ଟ ଜୋନ ବୋଲି ଜଣାପଡିଛି । ଏହାବ୍ୟତୀତ ଆଜି ରାତି 9ଟାଠାରୁ ସୋମବାର ପର୍ଯ୍ୟନ୍ତ ପୁରା ପୌରାଞ୍ଚଳକୁ ମଧ୍ୟ ସଟଡାଉନ ଘୋଷଣା କରାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.