ETV Bharat / state

ପ୍ରବାସୀଙ୍କୁ ନେଇ ଫେରୁଥିବା ଗାଡି ଦୁର୍ଘଟଣାଗ୍ରସ୍ତ, 15 ଆହତ

author img

By

Published : May 14, 2020, 12:26 PM IST

ପ୍ରବାସୀଙ୍କୁ ଧରି ଫେରୁଥିବା ଗାଡି ଦୁର୍ଘଟଣା ଗ୍ରସ୍ତ । 15 ଶ୍ରମିକ ଆହତ, ମେଡିକାଲରେ ଭର୍ତ୍ତି । ଅଧିକ ପଢନ୍ତୁ...

a mini bus accident in angul district
ପ୍ରବସୀଙ୍କୁ ଧରି ଫେରୁଥିବା ଗାଡି ଦୁର୍ଘଟଣାଗ୍ରସ୍ତ

ଅନୁଗୋଳ: ପ୍ରବାସୀଙ୍କୁ ଧରି ଫେରୁଥିବା ଗାଡି ଦୁର୍ଘଟଣା ଗ୍ରସ୍ତ । ଅନୁଗୋଳ ଜିଲ୍ଲା ଠାକୁରଗଡ଼ ନିକଟରେ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ମିନିବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଏଥିରେ ଥିବା ୧୫ ଜଣ ଶ୍ରମିକ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଲକଡାଉନ ଯୋଗୁଁ ଆନ୍ଧ୍ରପ୍ରଦେଶର ପଲସାରେ କାମ କରୁଥିବା ୧୫ ଜଣ ଶ୍ରମିକ ଚାଲିଚାଲି ଅନୁଗୋଳ ଜିଲ୍ଲା ପୁରୁଣାକୋର୍ଟକୁ ଆସୁଥିଲେ ।

ତେବେ ବୌଦ୍ଧ ଜିଲ୍ଲାରେ ସେମାନଙ୍କୁ ସ୍ଥାନୀୟ ସରପଞ୍ଚ ଅଟକାଇବା ସହ ଏକ ମିନିବସ ଦେଇ ସେମାନଙ୍କୁ ଘରକୁ ପଠାଇଥିଲେ । ସେହି ମିନିବସରେ ସେମାନେ ଆସୁଥିବା ବେଳେ ଠାକୁରଗଡଠାରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥଲା । ଗାଡ଼ିରେ ଥିବା ୧୫ ଜଣ ଶ୍ରମିକ ଆହତ ହେବା ଫଳରେ ସ୍ଥାନୀୟ ପ୍ରଶାସନ ସେମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.