ETV Bharat / state

ବନ ବଭାଗ ହାବୁଡରେ 6 ଶିକାରୀ, ଗିରଫ ପରେ କୋର୍ଟ ଚାଲାଣ

author img

By

Published : Jul 8, 2020, 9:41 PM IST

ଅନୁଗୋଳ ସାତକୋଶିଆ ଅଭୟାରଣ୍ୟର ପୁରୁଣା କୋଟ ରେଞ୍ଜ ଅଞ୍ଚଳରୁ ଶିକାରୀଙ୍କୁ ବନ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି । ଅଧିକ ପଢନ୍ତୁ...

ବନ ବଭାଗ ହାବୁଡରେ ଛଅ ଶିକାରୀ, ଗିରଫ ପରେ କୋର୍ଟ ଚାଲାଣ

ଅନୁଗୋଳ: ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟର ପୁରୁଣା କୋଟ ରେଞ୍ଜ ଅଞ୍ଚଳରୁ ଶିକାରୀଙ୍କୁ ବନ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି । ଏହା ବ୍ୟତିତ କଟା ଯାଇଥିବା ଜନ୍ତୁ ମାଂସ ଓ ଚମଡା ଓ ଟାଙ୍ଗୀଆ ଜବତ କରିଛି ବିଭାଗ । ଏନେଇ ସାତକୋଶିଆ ବନଖଣ୍ଡ ଅଧିକାରୀ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ।

ସୂଚନା ମୁତାବକ, ପୁରୁଣା କୋଟ ରେଞ୍ଜ ଗୋପାଳପୁର ଗାଁର ମନିକା ଅମାନ୍ତ, ରୋହିତ ପ୍ରଧାନ, ମୋହିତ ପ୍ରଧାନ, ରମେଶ ପ୍ରଧାନ, ସୁଧୀର ଗଡତିଆ, ବିଭୂତି ମହାକୁଡ ହରିଣ ଶିକାର କରି ମାଂସ ଭାଗ କରୁଥିଲେ । ଏନେଇ ବନ ବିଭଗ ଖବର ପାଇବା ପରେ ଘଟଣାସ୍ଥଳରୁ ଏମାନଙ୍କୁ ଗିରଫ କରିଛି । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଘଟଣାକୁ ନେଇ ବିଭାଗ ଅଧିକ ଅନୁସନ୍ଧାନ ଜାରି ରଖିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.