ETV Bharat / state

ଜଙ୍ଗଲରୁ 24ଟି ମୃତ ଛେଳି ଉଦ୍ଧାର, ବନ୍ୟଜନ୍ତୁ ଆକ୍ରମଣ ସନ୍ଦେହ - 24 dead goats recovered from the forest

ଜଙ୍ଗଲରୁ ଉଦ୍ଧାର ହୋଇଛି 24ଟି ମୃତ ଛେଳି । କୌଣସି ବନ୍ୟଜନ୍ତୁଙ୍କ ଆକ୍ରମଣରେ ଛେଳିଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ...

ଜଙ୍ଗଲରୁ 24 ଟି ମୃତ ଛେଳି ଉଦ୍ଧାର, ବନ୍ୟଜନ୍ତୁ ଆକ୍ରମଣ ସନ୍ଦେହ
ଜଙ୍ଗଲରୁ 24 ଟି ମୃତ ଛେଳି ଉଦ୍ଧାର, ବନ୍ୟଜନ୍ତୁ ଆକ୍ରମଣ ସନ୍ଦେହ
author img

By

Published : Feb 20, 2021, 8:03 PM IST

ଅନୁଗୋଳ: ଜଙ୍ଗଲରୁ 24 ମୃତ ଛେଳି ଉଦ୍ଧାର । କୌଣସି ବନ୍ୟଜନ୍ତୁଙ୍କ ଆକ୍ରମଣରେ ଛେଳିଙ୍କ ମୃତ୍ୟୁ ହୋଇଥିବା ସୂଚନା ।

ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ହାତୀଧରା ସଂରକ୍ଷିତ ଜଙ୍ଗଲର 14 ନଂ କମ୍ପାଟ ମେଣ୍ଟ ଅଂଚଳରେ ଘଟିଛି ଘଟଣା । ସୂଚନା ଦେଲେ ଆଠମଲ୍ଲିକ DFO ଏସ ଆନନ୍ଦ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.