ଅନୁଗୋଳ: ବଅଁରପାଳ ଅଞ୍ଚଳରେ ଅପରାଧୀଙ୍କ ୩ ରାଉଣ୍ଡ ଗୁଳି ଚାଳନା । ଏକ ବିବାହ ଉତ୍ସବ ସମୟରେ ଗାଡି ପାର୍କିଂକୁ ନେଇ ଗୁଳିକାଣ୍ଡ ଘଟିଥିବା ସୂଚନା । ବୁଧବାର ବିଳମ୍ବିତ ରାତିରେ ଘଟିଛି ଘଟଣା । ପୋଲିସ ପହଞ୍ଚି ଦୁଇ ଜଣଙ୍କୁ କାବୁ କରିଥିବା ବେଳେ ଜଣେ ଫେରାର ହୋଇ ଯାଇଛି। ଘଟଣାକୁ ନେଇ ଭୟଭୀତ ଅଞ୍ଚଳବାସୀ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ