ETV Bharat / sports

ଖାସି ହକି ଟୁର୍ଣ୍ଣାମେଣ୍ଟରୁ ଅଲମ୍ପିକ ମେଡାଲ

author img

By

Published : Nov 16, 2019, 2:51 PM IST

ଆଦିବାସୀ ବହୁଳ ସୁନ୍ଦରଗଡ ଜିଲ୍ଲାରେ ଖାସି ହକି ଟୁର୍ଣ୍ଣାମେଣ୍ଟ ଗଢେ ଅନ୍ତର୍ଜାତୀୟ ହକି ଖେଳାଳି। ଖାସି ଟୁର୍ଣ୍ଣାମେଣ୍ଟ ଯୋଗୁଁ ଏହି ଜିଲ୍ଲାର ଗାଁ ଗାଁରୁ ହକି ଖେଳାଳି ବାହାରୁଛନ୍ତି।

ଖାସି ହକି ଟୁର୍ଣ୍ଣାମେଣ୍ଟ

ରାଉରକେଲା: ହକିର ହବ୍‌ ନାଁରେ ପରିଚିତ ଓଡିଶାର ସୁନ୍ଦରଗଡ ଜିଲ୍ଲା । ଏହି ଜିଲ୍ଲା କେତେ ଅନ୍ତର୍ଜାତୀୟ ହକି ଖେଳାଳିଙ୍କୁ ଜନ୍ମ ଦେଇଛି । ଟିକେ ଅଜବ ହେଲେ ବି ସତ ଏଠାକାର ଖାସି ବି ଏକ ପ୍ରମୁଖ ଭୂମିକା ତୁଲାଇଛନ୍ତି ହକିର ବିକାଶରେ।

ଆଦିବାସୀ ବହୁଳ ଏହି ଜିଲ୍ଲାରେ ଖାସି ଟୁର୍ଣ୍ଣାମେଣ୍ଟ ହେଉଛି ଛାତ୍ର ଛାତ୍ରୀ ତଥା ଖେଳାଳିଙ୍କ ପାଇଁ ପ୍ରଥମ ପାହାଚ। ତେଣୁ ପ୍ରତିବର୍ଷ ଏଠାରେ ପାଳିତ ହୁଏ 'ଖାସି ହକି ଟୁର୍ଣ୍ଣାମେଣ୍ଟ' । ଖାସି ଟୁର୍ଣ୍ଣାମେଣ୍ଟରେ ବହୁ ସଂଖ୍ୟାରେ ହକି ଟିମ ଭାଗ ନିଅନ୍ତି । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଖେଳାଳି ନିଜକୁ ଏପରି ପ୍ରସ୍ତୁତ କରିଥାନ୍ତି ଯେ, ଅଳ୍ପ କୋଚିଂ ତଥା ହଷ୍ଟେଲରେ ନାମ ଲେଖା ହେବା ପରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଖେଳିବା ପାଇଁ ଯୋଗ୍ୟତା ପାଇବାରେ ତାଙ୍କୁ ଅସୁବିଧା ହୁଏ ନାହିଁ।

ସୁନ୍ଦରଗଡ ଜିଲ୍ଲାର ନିଆରା ଖାସି ହକି ଟୁର୍ଣ୍ଣାମେଣ୍ଟ

ଖାସି ଟୁର୍ଣ୍ଣାମେଣ୍ଟ ଗୁଡିକରେ ବହୁତ ସଂଖ୍ୟାରେ ଟିମ ଗୁଡିକ ଭାଗ ନେବା ଦ୍ବାରା ଏହା ସ୍ପଷ୍ଟ ହେଉଛି କି ଏହି ଟୁର୍ଣ୍ଣାମେଣ୍ଟ ଗୁଡିକ କେତେ ମାନ୍ୟତା ପାଇଛି। ତେବେ ଏହି ଟୁର୍ଣ୍ଣାମେଣ୍ଟରେ ବିଜେତାଙ୍କୁ ଖାସି ପ୍ରଦାନ କରାଯାଏ। କହିବାକୁ ଗଲେ ଏହି ଖାସି ଟୁର୍ଣ୍ଣାମେଣ୍ଟ ଯୋଗୁଁ ଏହି ଜିଲ୍ଲାର ଗାଁ ଗାଁରୁ ହକି ଖେଳାଳି ବାହାରୁଛନ୍ତି । ନିଜକୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ଖେଳାଳି ଭାବେ ପରିଚତ କରି ଦେଶକୁ ଗୌରାବିନ୍ବତ କରୁଛନ୍ତି । 104ତମ ବୀର ବିର୍ସା ମୁଣ୍ଡା ଜୟନ୍ତୀ ଅବସରରେ ସୁନ୍ଦରଗଡ ଗୁରୁଣ୍ଡିଆ ଠାରେ 9ତମ ଖାସି ହକି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଛି।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:spl as proposed

ରାଉରକେଲା-ହକି ସୁନ୍ଦରଗଡ଼ ଜିଲ୍ଲା ର ପରିଚୟ। କିନ୍ତୁ ଖସି ଏକ ପ୍ରମୁଖ ଭୂମିକା ରହିଛି ହକି ର ବିକାଶ ରେ। ଆଦିବାସୀ ବହୁଳ ଏହି ଜିଲ୍ଲା ରେ ଖସି ଟୁର୍ଣ୍ଣାମେଂଟ ହେଉଛି ଛାତ୍ର ଛାତ୍ରୀ ତଥା ଖେଳାଳି ମାନଙ୍କ ପାଇଁ ପ୍ରଥମ ପାହାଚ। ଖସି କୁ ଲକ୍ଷ୍ୟ କରି ଟୁର୍ଣ୍ଣାମେଂଟ ରେ ବିଜୟ ଲାଭ କରିବା ପାଇଁ ପୁରା ଖେଳ ପ୍ରତି ସମର୍ପିତ ଖେଳାଳି ମାନେ ଭଲ ଖେଳି ଖସି ଟୁର୍ଣ୍ଣାମେଂଟ ରେ ଖସି ଜିତିବା ତାଙ୍କ ପ୍ରୟାସ ହୁଏ।

Body:ଖସି ଟୁର୍ଣ୍ଣାମେଂଟ ରେ ବହୁତ ସଂଖ୍ୟା ରେ ଟିମ ଭାଗ ନିଆନ୍ତି ତଥା ଏହି ଟୁର୍ଣ୍ଣାମେଂଟ ପାଇଁ ଭଲ ଭାବରେ ନିଜ କୁ ପ୍ରସ୍ତୁତ କରିବା କ୍ରମ ରେ ଖେଳାଳି ମନେ ନିଜ କୁ ଏହି ସ୍ତର ରେ ପ୍ରସ୍ତୁତ କରି ପାରନ୍ତି କି ଅଳ୍ପ କୋଚିଂ ତଥା ହଷ୍ଟେଲ ରେ ନାମ ଲେଖା ହେବା ପରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତର ରେ ଖେଳିବା ପାଇଁ ଯୋଗ୍ୟତା ପାଇବାରେ ତାଙ୍କୁ ଅସୁବିଧା ହୁଏ ନାହିଁ।

Conclusion:ଖସି ଟୁର୍ଣ୍ଣାମେଂଟ ଗୁଡିକରେ ବହୁତ ସଂଖ୍ୟା ରେ ଟିମ ଗୁଡିକ ଭାଗ ନେବା ଦ୍ୱାରଏହା ସ୍ପଷ୍ଟ ହେଉଛି କି ଏହି ଟୁର୍ଣ୍ଣାମେଂଟ ଗୁଡିକ କେତେ ମାନ୍ୟତା ପାଇଛି। ଖସି ବିଜେତା ମାନଙ୍କୁ ପ୍ରଦାନ କରା ଯାଇ ଓ ଖସି ଜିତି ଥିବା ଖେଳାଳି ମନେ ଏହି ଖସି କି ଖାଇ ନିଅନ୍ତି। କହିବାକୁ ହେଲେ ଏହି ଖସି ଟୁର୍ଣ୍ଣାମେଂଟ ଗୁଡିକ ଯୋଗୁ ଜିଲ୍ଲା ରେ ପିଲା ମନେ ଗାଁ ଗାଁ ରୁ ଖେଳିବା ପାଇଁ ଆସି ନିଜ କୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତର ପର୍ଯନ୍ତ ନେଇ ପାରୁଛନ୍ତି।
ରାଉରକେଲା ରୁ ରାଜେନ୍ଦ୍ର ନାଥ ମିଶ୍ର, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.