ETV Bharat / sports

Olympics: ବଟରଫ୍ଳାଏ-ହିଟ୍‌ରେ ଚତୁର୍ଥ ସ୍ଥାନରେ ରହିଲେ ସାଜନ ପ୍ରକାଶ

author img

By

Published : Jul 26, 2021, 4:27 PM IST

200 ମିଟର ପୁରୁଷ ବଟରଫ୍ଳାଏ -ହିଟ୍‌ 2ରେ 1:57.22 ସମୟରେ ଚତୁର୍ଥ ସ୍ଥାନରେ ରହିଲେ ଭାରତୀୟ ସନ୍ତରଣକାରୀ ସାଜନ ପ୍ରକାଶ । ଅଧିକ ପଢନ୍ତୁ...

SAJAN PRAKASH IN MENS 200M BUTTERFLY
Olympics: ବଟରଫ୍ଳାଏ -ହିଟ୍‌ରେ ଚତୁର୍ଥ ସ୍ଥାନରେ ରହିଲେ ସାଜନ ପ୍ରକାଶ

ଟୋକିଓ: ଭାରତୀୟ ସନ୍ତରଣକାରୀ ସାଜନ ପ୍ରକାଶ 200 ମିଟର ବଟରଫ୍ଳାଏ -ହିଟ୍‌ 2ରେ 1:57.22 ସମୟରେ ଚତୁର୍ଥ ସ୍ଥାନରେ ରହିଛନ୍ତି । 5ଟି ହିଟ୍‌ ପରେ ଶୀର୍ଷ 16ଜଣ ସନ୍ତରଣକାରୀ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । 1:56.30 ହିଟ୍‌ 2ରେ ଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା ।

ଫଳରେ ପୁରୁଷ 200 ମିଟର ବଟରଫ୍ଳାଏ ଇଭେଣ୍ଟରେ 24ତମ ସ୍ଥାନରେ ରହିବା ସହ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.